Odisha Reporter

ଶାହାରୁଖ୍‌ ଖାନ୍‌ଙ୍କ ପୁଅକୁ ଗିରଫ କରିଥିବା ସମୀର ଇସ୍ତଫା ଦିଅନ୍ତୁ: ହନ୍‌ସଲ ମେହେଟ୍ଟା

ଶାହାରୁଖ୍‌ ଖାନ୍‌ଙ୍କ ପୁଅକୁ ଗିରଫ କରିଥିବା ସମୀର ଇସ୍ତଫା ଦିଅନ୍ତୁ: ହନ୍‌ସଲ ମେହେଟ୍ଟା
  • 86d
  • 0 views
  • 10 shares

ମୁମ୍ବାଇ : ବେଆଇନ୍‌ ଡ୍ରଗ୍ସ ମାମଲାରେ ଶାହରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଏନସିବି ଗିରଫ କରିବା ପରେ ଶାହରୁଖ୍‌ଙ୍କ ସପକ୍ଷରେ ବାହାରିଛନ୍ତି ବଲିଉଡ୍‌ ଫିଲ୍ମ ନିର୍ଦ୍ଦେଶକ ହନ୍‌ସଲ ମେହେଟ୍ଟା। ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େଙ୍କ ଇସ୍ତଫା ଦାବି କରିଛନ୍ତି ହନସଲ।

ଡ୍ରଗ୍ସ ମାମଲାରେ ଜଣେ ସାକ୍ଷୀ ସମୀର ୱାଙ୍ଖଡ଼େଙ୍କ ବିରୋଧରେ ନୂଆ ଅଭିଯୋଗ ଆଣିବା ପରେ ଏମିତି ପ୍ରତିକ୍ରିୟା ରଖିଛନ୍ତି ହନସଲ ।

ଅଧିକ ପଢନ୍ତୁ
ଓଡିଶା  ଭାସ୍କର
ଓଡିଶା ଭାସ୍କର

ଭ୍ୟାକ୍ସିନର ଦୁଇଟି ଡୋଜ୍ ନେବା ପରେ ବି ଦେଖାଦେଉଛି ଏହିସବୁ ଲକ୍ଷଣ, ସତର୍କ ରୁହନ୍ତୁ

ଭ୍ୟାକ୍ସିନର ଦୁଇଟି ଡୋଜ୍ ନେବା ପରେ ବି ଦେଖାଦେଉଛି ଏହିସବୁ ଲକ୍ଷଣ, ସତର୍କ ରୁହନ୍ତୁ
  • 2hr
  • 0 views
  • 16 shares

ନୂଆଦିଲ୍ଲୀ: ନୂଆ ଭାରିଆଣ୍ଟ ଓମିକ୍ରନର ଲକ୍ଷଣକୁ ନେଇ ବୈଜ୍ଞାନିକମାନେ ନୂଆ ନୂଆ ତଥ୍ୟ ପ୍ରଦାନ କରୁଛନ୍ତି । ଭାରତବର୍ଷରେ ଏହା ଘାତକ ହେବାକୁ ବସିଲାଣି । ତେବେ ଓମିକ୍ରନର ଲକ୍ଷଣକୁ ଅଧିକ ଗମ୍ଭୀର ଭାବେ ଗ୍ରହଣ କରାଯାଉନଥିଲେ ହେଁ ଏହା ସମସ୍ତ ପୁରୁଣା ଭାରିଆଣ୍ଟ ଅପେକ୍ଷା ଅଧିକ ସଂକ୍ରାମକ । ତେବେ କୋଭିଡ ଭ୍ୟାକ୍ସିନର ଦୁଇଟିଯାକ ଡୋଜ ନେଇସାରିଥିବା ଲୋକଙ୍କ ଠାରେ କିଛି ଲକ୍ଷଣ ଦେଖାଯାଉଛି ।

ଅଧିକ ପଢନ୍ତୁ
KANAK NEWS
KANAK NEWS

ବଢୁଥିବା ସଂକ୍ରମଣ ପାଇଁ ବେସାମରିକ ବିମାନ ଚଳାଚଳ ବିଭାଗର ବଡ ନିଷ୍ପତ୍ତି, ଏହି ତାରିଖ ପର୍ଯ୍ୟନ୍ତ ବନ୍ଦ ହେଲା ଅର୍ନ୍ତଜାତୀୟ ଉଡାଣ

ବଢୁଥିବା ସଂକ୍ରମଣ ପାଇଁ ବେସାମରିକ ବିମାନ ଚଳାଚଳ ବିଭାଗର ବଡ ନିଷ୍ପତ୍ତି, ଏହି ତାରିଖ ପର୍ଯ୍ୟନ୍ତ ବନ୍ଦ ହେଲା ଅର୍ନ୍ତଜାତୀୟ ଉଡାଣ
  • 2hr
  • 0 views
  • 4 shares

କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାରମାନେ ବିଭିନ୍ନ କଟକଣା ଜାରି କରିବାରେ ଲାଗିଛନ୍ତି । ଏହି କ୍ରମରେ ବେସାମରିକ ବିମାନ ଚଳାଚଳ ବିଭାଗ ବି ଅର୍ନ୍ତରାଷ୍ଟ୍ରୀୟ ବିମାନ ଉଡାଣ ଉପରେ ପୁଣି କଟକଣା ଲଗାଇଛି । ଡିଜିସିଏର ସୂଚନା ମୁତାବକ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଦେଶର ସମସ୍ତ ଅର୍ନ୍ତଜାତୀୟ ବିମାନ ଉଡାଣ ବନ୍ଦ ରହିବ ।

ଅଧିକ ପଢନ୍ତୁ

No Internet connection

Link Copied