Odisha Reporter

ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା!

ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା!
  • 95d
  • 00

କେନ୍ଦୁଝର (ପ୍ରଣୟ କୁମାର ପାଣି): ପୁଣି କେନ୍ଦୁଝର ଜିଲ୍ଲାରେ ଲଜ୍ଜା। ଜଣେ ଯୁବତୀଙ୍କୁ ହାତଗୋଡ଼ ବାନ୍ଧି ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଚାଞ୍ଚଲ୍ୟକର ଖବର ଆସିଛି। ରାତି ଅଧରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଗାଡ଼ିଆରେ ଫିଙ୍ଗିଦିଆଯାଇଥିବା ବେଳେ ହାତବନ୍ଧା ଅବସ୍ଥାରେ ମିଳିଛି ମୃତଦେହ। ପଣ୍ଡାପଡ଼ା ଥାନା ଅଞ୍ଚଳର ଏକ ଗାଡ଼ିଆରୁ ମିଳିଛି ମୃତଦେହ।

ଅଧିକ ପଢନ୍ତୁ
ଓଡିଶା  ଭାସ୍କର
ଓଡିଶା ଭାସ୍କର

ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗା ବୁଡ଼ ବାରଣ

ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗା ବୁଡ଼ ବାରଣ
  • 2hr
  • 6 shares

କୋଣାର୍କ(ଓଡ଼ିଶା ଭାସ୍କର): ଗତବର୍ଷ ପରି ଏବର୍ଷ ବି ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗାରେ ବୁଡ଼ ପାଇଁ ବାରଣ ହୋଇଛି । ଫେବୃଆରୀ ୭ ମାଘ ସପ୍ତମୀ ଓ ଚନ୍ଦ୍ରଭାଗା ବୁଡ଼ ନେଇ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଐଶାନ୍ୟେଶ୍ୱର, ଦକ୍ଷିଣେଶ୍ୱର, ତ୍ରିବେଣୀଶ୍ୱରଙ୍କ ମହାସ୍ନାନ କଟକଣା ଭିତରେ ହେବ । ଠାକୁରଙ୍କ ମହାସ୍ନାନ ପରେ କେବଳ ସେବାୟତଙ୍କୁ ବୁଡ଼ ପକାଇବା ପାଇଁ ଅନୁମତି ରହିଛି ।

ଅଧିକ ପଢନ୍ତୁ
ଓଡ଼ିଶା ଫାଷ୍ଟ
ଓଡ଼ିଶା ଫାଷ୍ଟ

୨୦୨୨- ବର୍ଷର ପର୍ବପର୍ବାଣୀ:ଜୁଲାଇ ୧ରେ ରଥଯାତ୍ରା ଜୁନ୍‌ ୧୪ରେ ସ୍ନାନଯାତ୍ରା

୨୦୨୨- ବର୍ଷର ପର୍ବପର୍ବାଣୀ:ଜୁଲାଇ ୧ରେ ରଥଯାତ୍ରା ଜୁନ୍‌ ୧୪ରେ ସ୍ନାନଯାତ୍ରା
  • 2hr
  • 17 shares

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ଆସନ୍ତା ଜୁନ୍‌ ୧୪ରେ ସ୍ନାନଯାତ୍ରା। ଜୁଲାଇ ୧ରେ ରଥଯାତ୍ରା ଓ ୯ରେ ହେବ ବାହୁଡା ଯାତ୍ରା। ଏହା ପରଦିନ ଅର୍ଥାତ୍ ଜୁଲାଇ ୧୦ରେ ରଥ ଉପରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଦାରୁବିଗ୍ରହ। ସେହିପରି ନଭେମ୍ବର ୪ରୁ ଆରମ୍ଭ ହେବ ପଞ୍ଚୁକ। ଏଥର ପାଞ୍ଚଦିନ ପଡୁଛି ପଞ୍ଚୁକ। ଏମିତି ୨୦୨୨-୨୩ ବର୍ଷର ପର୍ବପର୍ବାଣୀ ଓ ଯାନିଯାତ୍ରା ଚୂଡ଼ାନ୍ତ କରିବା ସହ ତିଥି, ବାର ଓ ତାରିଖ ଉପରେ ମୋହର ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ।

ଅଧିକ ପଢନ୍ତୁ

No Internet connection

Link Copied