କଟକ, ୨୫/୦୯/୨୦୨୧(ଓଡ଼ିଶା ସମାଚାର)- ଗତକାଲି ଠାରୁ ନିଖୋଜ ଥିବା ଓଡ଼ÿରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ ଉଦ୍ଧାର ହୋଇଛି । କଖଡ଼ି ମହାଳପଡ଼ା ଗୁମେଇ ସାହିରୁ ମୃତଦେହ ଉଦ୍ଧାର ହୋଇଛି । ସରିାରାମ ଙ୍କ ମୃତ ।ଦହ ଭାସି ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକେ ମୃତଦେହ ଉଦ୍ଧାର କଚିଛନ୍ତି । କାଲି ମୁଣ୍ଡଳି ବୋଟ୍ ଟ୍ରାଜେଡି ଘଟଣା ପରଠାରୁ ସେ ନିଖୋଜ ଥିଲେ ।