ପ୍ରତୀକାତ୍ମକ ଫଟୋ ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ .. ନିକଟରେ ଘଟିଥିବା ମୁମ୍ବାଇ ଅବିଘ୍ନ ପାର୍କ ସୋସାଇଟି ଅଗ୍ନିକାଣ୍ଡ ବେଳେ ସୁଉଚ୍ଚ ଅଟ୍ଟାଳିକାର ଉଣେଇଶ ତମ ମହଲାରୁ ଜଣେ ବ୍ୟକ୍ତି ନିଜ ଜୀବନ ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା କରୁଥିବା ବେଳେ ତଳେ ଖସି ପଡି ପ୍ରାଣ ହରାଇବାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା।