ନୂଆଦିଲ୍ଲୀ: ସିବିଏସ୍ଇ ବୋର୍ଡ ପରୀକ୍ଷା ଆରମ୍ଭ ହେବା ନେଇ ଆସନ୍ତା ଡିସେମ୍ବର ୩୧ ସନ୍ଧ୍ୟା ୬ଟାରେ ତାରିଖ ଘୋଷଣା ହେବ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ। ଏନେଇ ସେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି। var embedId = {jw: [],yt: [],dm: [],fb: []};function pauseVideos(vid) {var players = Object.keys(embedId);players.forEach(function(key) {var ids = embedId[key];switch (key) {case "jw":ids.forEach(function(id) {if (id != vid) {var player = jwplayer(id);if (player.getState() === "playing") {player.pause();}}});break;case "yt":ids.forEach(function(id) {if (id != vid) {id.pauseVideo();}});break;case "dm":ids.forEach(function(id) {if (id != vid && !id.paused) {id.pause();}});break;case "fb":ids.forEach(function(id) {if (id != vid) {id.pause();}});break;}});}function pause(){pauseVideos()} 📢Major announcements for students & parents! I will announce the date when the exams will commence for students appearing for #CBSE board exams in 2021. Stay tuned. pic.twitter.com/Lvp9Lf0qsT - Dr. Ramesh Pokhriyal Nishank (@DrRPNishank) December 26, 2020 ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ସାରା ଦେଶରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହ ସେ ସିଧାସଳଖ ଆଲୋଚନା କରିଥିଲେ ପୋଖରିଆଲ୍। ଏହି ସମୟରେ ଶିକ୍ଷା ମନ୍ତ୍ରୀ କହିଥିଲେ ଯେ ଫେବୃଆରୀରେ ବୋର୍ଡ ପରୀକ୍ଷା କରାଯିବ ନାହିଁ। ଆହୁରି ମଧ୍ୟ କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାନୁଆରୀ ଓ ଫେବୃଆରୀରେ ପରୀକ୍ଷା କରିବା ସମ୍ଭବ ନୁହେଁ। ହେଲେ ପରୀକ୍ଷା କେବେ ହେବ, ସେନେଇ ଫେବୃଆରୀ ପରେ ବିଚାର କରାଯିବ ବୋଲି ସେ ପ୍ରକାଶ କରିଥିଲେ।function catchException() {try{ twitterJSDidLoad(); }catch(e){}} function getAndroidVersion(ua) {ua = (ua || navigator.userAgent).toLowerCase(); var match = ua.match(/android\\s([0-9\\.]*)/);return match ? match[1] : false;}; var versions='4.2.2'; var versionArray=versions.split(',');var currentAndroidVersion=getAndroidVersion();if(versionArray.indexOf(currentAndroidVersion)!=-1){var blocks = document.getElementsByTagName('blockquote'); for(var i = 0; i