ଓଡିଶା ସମ୍ବାଦ
ଓଡିଶା ସମ୍ବାଦ

କୋଟିଏରୁ ଅଧିକ ଟଙ୍କା ଆତ୍ମସାତ୍ ମାମଲାରେ ଗିରଫ ହେଲେ ମ୍ୟାଡାମ୍ ୪୨୦

କୋଟିଏରୁ ଅଧିକ ଟଙ୍କା ଆତ୍ମସାତ୍ ମାମଲାରେ ଗିରଫ ହେଲେ ମ୍ୟାଡାମ୍ ୪୨୦
  • 91d
  • 0 views
  • 5 shares

ନବରଙ୍ଗପୁର : ଶେଷରେ ଗିରଫ ହେଲେ ମ୍ୟାଡାମ୍ -୪୨୦ । ଏକ କୋଟି ଟଙ୍କାର ଆର୍ଥିକ ଅନିୟମିତତା ମାମଲାରେ ୬ ମାସ ଧରି ପୋଲିସକୁ ଚକମା ଦେଇ ଫେରାର ଥିଲେ ୪୨୦ କର୍ମଚାରୀ ଚନ୍ଦନା ମଣ୍ଡଳ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲରେ ଆର୍ଥିକ ଅନିୟମିତତା ନେଇ ତହସିଲଦାର ଡାବୁଗାଁ ଥାନାରେ ଏତଲା ଦେଇଥିଲେ । ୧ କୋଟି ଟଙ୍କାର ଆର୍ଥିକ ଅନିୟମିତତାରେ ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟିକା ଚନ୍ଦନା ମଣ୍ଡଳଙ୍କ ସମ୍ପୃକ୍ତି ଥିବା ନେଇ ଏତଲାରେ ଦର୍ଶାଯାଇଥିଲା ।

ଅଧିକ ପଢନ୍ତୁ
ଓଡିଶା  ଭାସ୍କର
ଓଡିଶା ଭାସ୍କର

ଭ୍ୟାକ୍ସିନର ଦୁଇଟି ଡୋଜ୍ ନେବା ପରେ ବି ଦେଖାଦେଉଛି ଏହିସବୁ ଲକ୍ଷଣ, ସତର୍କ ରୁହନ୍ତୁ

ଭ୍ୟାକ୍ସିନର ଦୁଇଟି ଡୋଜ୍ ନେବା ପରେ ବି ଦେଖାଦେଉଛି ଏହିସବୁ ଲକ୍ଷଣ, ସତର୍କ ରୁହନ୍ତୁ
  • 2hr
  • 0 views
  • 13 shares

ନୂଆଦିଲ୍ଲୀ: ନୂଆ ଭାରିଆଣ୍ଟ ଓମିକ୍ରନର ଲକ୍ଷଣକୁ ନେଇ ବୈଜ୍ଞାନିକମାନେ ନୂଆ ନୂଆ ତଥ୍ୟ ପ୍ରଦାନ କରୁଛନ୍ତି । ଭାରତବର୍ଷରେ ଏହା ଘାତକ ହେବାକୁ ବସିଲାଣି । ତେବେ ଓମିକ୍ରନର ଲକ୍ଷଣକୁ ଅଧିକ ଗମ୍ଭୀର ଭାବେ ଗ୍ରହଣ କରାଯାଉନଥିଲେ ହେଁ ଏହା ସମସ୍ତ ପୁରୁଣା ଭାରିଆଣ୍ଟ ଅପେକ୍ଷା ଅଧିକ ସଂକ୍ରାମକ । ତେବେ କୋଭିଡ ଭ୍ୟାକ୍ସିନର ଦୁଇଟିଯାକ ଡୋଜ ନେଇସାରିଥିବା ଲୋକଙ୍କ ଠାରେ କିଛି ଲକ୍ଷଣ ଦେଖାଯାଉଛି ।

ଅଧିକ ପଢନ୍ତୁ
KANAK NEWS
KANAK NEWS

ବଢୁଥିବା ସଂକ୍ରମଣ ପାଇଁ ବେସାମରିକ ବିମାନ ଚଳାଚଳ ବିଭାଗର ବଡ ନିଷ୍ପତ୍ତି, ଏହି ତାରିଖ ପର୍ଯ୍ୟନ୍ତ ବନ୍ଦ ହେଲା ଅର୍ନ୍ତଜାତୀୟ ଉଡାଣ

ବଢୁଥିବା ସଂକ୍ରମଣ ପାଇଁ ବେସାମରିକ ବିମାନ ଚଳାଚଳ ବିଭାଗର ବଡ ନିଷ୍ପତ୍ତି, ଏହି ତାରିଖ ପର୍ଯ୍ୟନ୍ତ ବନ୍ଦ ହେଲା ଅର୍ନ୍ତଜାତୀୟ ଉଡାଣ
  • 1hr
  • 0 views
  • 3 shares

କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାରମାନେ ବିଭିନ୍ନ କଟକଣା ଜାରି କରିବାରେ ଲାଗିଛନ୍ତି । ଏହି କ୍ରମରେ ବେସାମରିକ ବିମାନ ଚଳାଚଳ ବିଭାଗ ବି ଅର୍ନ୍ତରାଷ୍ଟ୍ରୀୟ ବିମାନ ଉଡାଣ ଉପରେ ପୁଣି କଟକଣା ଲଗାଇଛି । ଡିଜିସିଏର ସୂଚନା ମୁତାବକ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଦେଶର ସମସ୍ତ ଅର୍ନ୍ତଜାତୀୟ ବିମାନ ଉଡାଣ ବନ୍ଦ ରହିବ ।

ଅଧିକ ପଢନ୍ତୁ

No Internet connection

Link Copied