ଓଡିଶା ସମ୍ବାଦ
ଓଡିଶା ସମ୍ବାଦ

କୋଭିଡ ବିରୋଧରେ ଚୀନ୍ ଆଣିଲା ବୁଷ୍ଟର ଡୋଜ୍

କୋଭିଡ ବିରୋଧରେ ଚୀନ୍ ଆଣିଲା ବୁଷ୍ଟର ଡୋଜ୍
  • 95d
  • 0 views
  • 2 shares

ବେଜିଂ : କୋଭିଡ ବିରୋଧରେ ମହାସଞ୍ଜୀବନୀ ପାଲଟି ପାରେ ଚୀନ ଟିକା । ଚୀନର କାନସିନୋ ବାୟୋଲୋଜିକ୍ସ ଦ୍ବାରା ପ୍ରସ୍ତୁତ ଟିକାର ବୁଷ୍ଟର ଡୋଜ ଶରୀରର ଆଣ୍ଟିବଡି ପରିମାଣ ୨୫୦ରୁ ୩୦୦ ଗୁଣ ବଢ଼ାଉଛି । ଆଘ୍ରାଣ କରି ନିଆ ଯାଇପାରୁଥିବା ଏହି ଟିକା କୋଭିଡ ବିରୋଧରେ ଏକ ଶକ୍ତିଶାଳୀ ଔଷଧ ସାବ୍ୟସ୍ତ ହୋଇଛି । ଚୀନ କମ୍ପାନି ଦ୍ବାରା ପ୍ରସ୍ତୁତ ଏରୋସଲିସାଇଜଡ ଇନହେଲଡ ଆଡେନୋଭାଇରସ ଟାଇପ ୫ ବା Ad5-nCoV କ୍ଷେତ୍ରରେ ଦେଖାଯାଇଛି ଯେ, ଯେଉଁମାନେ ଏହି ଟିକା ଆଘ୍ରାଣ ଜରିଆରେ ନେଇଥିଲେ ସେମାନଙ୍କ ଶରୀରରେ ଆଣ୍ଟିବଡି ପରିମାଣ ପ୍ରାୟ ୩୦୦ ଗୁଣ ବଢିଛି ।

ଅଧିକ ପଢନ୍ତୁ
KANAK NEWS
KANAK NEWS

ଆଇପିଏଲକୁ ନେଇ ବଡ ଖବର । ମହାରାଷ୍ଟ୍ରର ୩ଟି ଷ୍ଟାଡିୟମରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍!

ଆଇପିଏଲକୁ ନେଇ ବଡ ଖବର । ମହାରାଷ୍ଟ୍ରର ୩ଟି ଷ୍ଟାଡିୟମରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍!
  • 11hr
  • 0 views
  • 155 shares

କନକ ବ୍ୟୁରୋ: ଚଳିତ ବର୍ଷ ଭାରତରେ ହିଁ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ । କୋଭିଡ୍ ସଂକ୍ରମଣ ଭିତରେ ଏନେଇ ଆସିଛି ବଡ ଖବର । ତେବେ ଦେଶର ଏକାଧିକ ଭେନ୍ୟୁରେ ଆଇପିଏଲ୍ ସମ୍ଭବ ନହେଲେ ମଧ୍ୟ କିଛି ନିିର୍ଦ୍ଧିଷ୍ଟ ଭେନ୍ୟୁରେ ସମସ୍ତ ମ୍ୟାଚ୍ ଖେଳାଯିବ । ବିଶେଷକରି ମୁମ୍ବାଇ ସହରର ୩ଟି ଗ୍ରାଉଣ୍ଡରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ ବୋଲି ବିସିସିଆଇ ସୂତ୍ରରୁ ସୂଚନା ମିଳିଛି ।

ଅଧିକ ପଢନ୍ତୁ
ନନ୍ଦିଘୋଷ TV
ନନ୍ଦିଘୋଷ TV

୫ ରାଜ୍ୟ ବିଧାନସଭା ନିର୍ବାଚନରେ ରାଲି, ରୋଡ୍ ଶୋ ମନା

୫ ରାଜ୍ୟ ବିଧାନସଭା ନିର୍ବାଚନରେ ରାଲି, ରୋଡ୍ ଶୋ ମନା
  • 12hr
  • 0 views
  • 151 shares

ନୂଆଦିଲ୍ଲୀ: ବଢ଼ୁଛି କରୋନା ସଂକ୍ରମଣ, ନିର୍ବାଚନ ପାଇଁ ହଟିବନି କଟକଣା । ୫ ରାଜ୍ୟ ବିଧାନସଭା ନିର୍ବାଚନରେ ରାଲି, ଶୋଭାଯାତ୍ରା ଓ ରୋଡ୍ ଶୋ ଉପରେ ଜାରି କରାଯାଇଥିବା ରୋକ୍ ବଳବତ୍ତର ରହିବ । କରୋନା ସଂକ୍ରମଣ ଓ ଟିକାକରଣ ସ୍ଥିତିକୁ ନେଇ ଶନିବାର ବସିଥିବା ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନର ।

ଅଧିକ ପଢନ୍ତୁ

No Internet connection