ଓଡିଶା ସମ୍ବାଦ
ଓଡିଶା ସମ୍ବାଦ

ଓଡିଶାର ପ୍ରମୋଦଙ୍କ ସମେତ ୧୧ ଆଥଲେଟ ପାଇବେ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର

ଓଡିଶାର ପ୍ରମୋଦଙ୍କ ସମେତ ୧୧ ଆଥଲେଟ ପାଇବେ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର
  • 92d
  • 00

ଭୁବନେଶ୍ୱର: ଓଡିଶାର ଷ୍ଟାର ପାରା ଅଲିମ୍ପିଆନ ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତଙ୍କ ସମେତ ୧୧ ଜଣ ଆଥଲେଟଙ୍କୁ ଏଥର କେନ୍ଦ୍ର ସରକାର ସମ୍ମାନଜନକ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ପ୍ରଦାନ କରିବେ । ଜାତୀୟ କ୍ରୀଡା ପୁରସ୍କାର କମିଟି ବୁଧବାର ଏ ନେଇ ବିଧିବଦ୍ଧ ଭାବେ ସୁପାରିଶ କରିଛି । ବରଗଡ ଅତାବିରାର ପ୍ରମୋଦ ଗ୍ରେଟ ବ୍ରିଟେନର ଡାନିଏଲ ବାଥେଲଙ୍କୁ ହରାଇ ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ଅଧିକ ପଢନ୍ତୁ
ନନ୍ଦିଘୋଷ TV
ନନ୍ଦିଘୋଷ TV

ନାଜାଲ କୋଭିଡ ବୁଷ୍ଟର ଡୋଜ ଟ୍ରାଏଲ ପାଇଁ ଭାରତ ବାୟୋଟେକକୁ ଅନୁମତି ଦେଲା DCGI

ନାଜାଲ କୋଭିଡ ବୁଷ୍ଟର ଡୋଜ ଟ୍ରାଏଲ ପାଇଁ ଭାରତ ବାୟୋଟେକକୁ ଅନୁମତି ଦେଲା DCGI
  • 6hr
  • 94 shares

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଦେଶରେ ଉପଲବ୍ଧ ହେବ କୋଭିଡର ନାଜାଲ ଡୋଜ । ନାଜାଲ କୋଭିଡ ବୁଷ୍ଟରର ଟ୍ରାଏଲ ଲାଗି ଭାରତ ବାୟୋଟେକକୁ ଅନୁମତି ଦେଲେ DCGI । ଏହି ପ୍ରକ୍ରିୟାରେ ୯୦୦ରୁ ଅଧିକ ବିଷୟରେ ଗବେଷଣା ଲାଗି ଭାରତ ବାୟୋଟେକକୁ ଅନୁମତି ଦେଇଛନ୍ତି DCGI । ଇଣ୍ଟରନାଜାଲ କୋଭିଡ ବୁଷ୍ଟରର ଟ୍ରାଏଲ ସଫଳ ହେଲେ ଏହି ସଞ୍ଜୀବନୀକୁ ସହଜରେ ଦେଶରେ ବ୍ୟବହାର କରାଯାଇପାରିବ ।

ଅଧିକ ପଢନ୍ତୁ
Odisha Reporter

ରେଳବାଇ ପରୀକ୍ଷାକୁ ନେଇ ବିକ୍ଷୋଭ: ପିଏମଓ ଡାକିଲେ ଜରୁରୀ ବୈଠକ

ରେଳବାଇ ପରୀକ୍ଷାକୁ ନେଇ ବିକ୍ଷୋଭ: ପିଏମଓ ଡାକିଲେ ଜରୁରୀ ବୈଠକ
  • 3hr
  • 13 shares

ନୂଆଦିଲ୍ଲୀ: ରେଳବାଇ ପରୀକ୍ଷାରେ ଅନିୟମିତତାକୁ ନେଇ ସାରା ଦେଶରେ ଆରମ୍ଭ ହୋଇଥିବା ବିକ୍ଷୋଭ ଦିନକୁ ଦିନ ତୀବ୍ର ହେଉଛି। ବିଶେଷ କରି ବିହାରରେ ବିକ୍ଷୋଭ ଜୋରଦାର ହେଉଥିବାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜରୁରୀ ବୈଠକ ଡକାଯାଇଛି। ଏହି ବୈଠକରେ ନିଯୁକ୍ତି ସମ୍ପର୍କରେ ଆଲୋଚନା ହେବ। ଏଥିପାଇଁ ବୈଠକରେ ରେଳ ଅଧିକାରୀମାନଙ୍କୁ ଯୋଗ ଦେବାକୁ କୁହାଯାଇଛି।

ଅଧିକ ପଢନ୍ତୁ

No Internet connection

Link Copied