Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବାଲିଅନ୍ତା ବର୍ବରତା: ରାସ୍ତାକୁ ଓହ୍ଲାଇଲେ ସୌମ୍ୟଙ୍କ ପରିବାର

ବାଲିଅନ୍ତା ବର୍ବରତା: ରାସ୍ତାକୁ ଓହ୍ଲାଇଲେ ସୌମ୍ୟଙ୍କ ପରିବାର

ONA Khabar 2 weeks ago

ଭୁବନେଶ୍ୱର: ବାଲିଅନ୍ତା ବର୍ବରତାକୁ ନେଇ ରାସ୍ତାକୁ ଓହ୍ଲାଇଲେ ସୌମ୍ୟଙ୍କ ପରିବାର । ସୌମ୍ୟ ହତ୍ୟା ମାମଲାରେ ଲୋୟର ପିଏମଜିରେ ଏକ ଅଭିନବ ପ୍ରତିବାଦ କରି ଧାରଣା ଦେଇଛନ୍ତି ସୌମ୍ୟଙ୍କ ପରିବାର ଏବଂ ଗ୍ରାମବାସୀ । ଏଯାଏଁ ସୌମ୍ୟଙ୍କୁ ନ୍ୟାୟ ମିଳିନଥିବା ଅଭିଯୋଗରେ ଧାରଣା ଦେଲେ ସୌମ୍ୟଙ୍କ ମାଆ । ସୂଚନାଥାଉକି , ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଦୁଇ ଯୁବତୀଙ୍କ ଗାଡିକୁ ଧକ୍କା ଦେବା ପରେ ସେମାନଙ୍କୁ ଅସଦାଚରଣ ଅଭିଯୋଗରେ ସୌମ୍ୟ ରଞ୍ଜନଙ୍କୁ ପୋଲିସଙ୍କ ଉପସ୍ଥିତିରେ ଭିଡ ହିଂସାରେ ପିଟି ପିଟି ହତ୍ୟା କରାଯାଇଥିଲା ।

ଏଯାଏଁ ଘଟଣାର ତଦନ୍ତ ଜାରି ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar