Thursday, 07 Nov, 2.51 pm ONA Khabar

ହୋମ
ଭାଲୁ ଆକ୍ରମଣରେ ଗୁରୁତର

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ୍‌ର ଡୁଙ୍ଗରିଗୁଡ଼ା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା | ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କ ନାଁ ଶଶି ଅଗରୀୟା(୪୫)। ଆଜି ସକାଳେ ଶଶି ନିଜ ଚାଷ ଜମିକୁ ଯାଇଥିଲେ। ସେହି ସମୟରେ ହଠାତ୍ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ହାତ ସହ ଶରୀର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିବାର ଜଣା ପଡିଛି । ତାଙ୍କୁ ଗାଁ ଲୋକଙ୍କ ସହିତ ପରିବାରର ସଦସ୍ୟମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତାଙ୍କର ଚିକିସ୍ଥ୍ୟା ଜାରି ରହିଛି |

ଗିରଫ ହେଲା ସିଆନାଇଡ୍ ଶିବା, ଲୋକଙ୍କୁ ଏପରି ଭାବେ କରୁଥିଲା ହତ୍ୟା

ପୁଣିଥରେ ବିବାହ କରିବେ କରିସ୍ମା କପୁର, ବଧୂ ବେଶରେ.

ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ମାମଲା : ତିନି ଅଭିଯୁକ୍ତ ଗିରଫ

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top