Wednesday, 06 Nov, 11.43 am ONA Khabar

ଓଡ଼ିଶା
ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣି ହତ୍ୟା ଉଦ୍ୟମ,ତା'ପରେ..

ଭୁବନେଶ୍ୱର: ଭୁବନେଶ୍ୱର ପାସପୋର୍ଟ ଅଫିସ ଆଗରେ ଘଟିଛି ଏକ ଅମାନବୀୟ କାଣ୍ଡ | ଏଠାରେ ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ନିଜର ତଦନ୍ତ ଆରମ୍ଭ କରିଛି ।

ତେବେ ଏଠାରେ ସୂଚନାଯୋଗ୍ୟ ଯେ, ପାର୍ସପୋର୍ଟ ଅଫିସ ସମ୍ମୁଖରେ ଯୁବକଙ୍କୁ ଗୋଡେଇ ଗୋଡେଇ ହତ୍ୟା ଉଦ୍ୟମ କରାଯାଇଛି । ଆହତ ଅବସ୍ଥାରେ ଯୁବବ ପ୍ରମୋଦ ସାହୁ ଓରଫ କାହ୍ନାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟିଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ ଘଟଣାରେ ପୋଲିସ ଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଯୁବକ ଫେରାର ହୋଇଛି । କାହ୍ନଙ୍କୁ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି।

ଶିଶୁର ନାମକରଣ କରିବା ସମୟରେ ଏହିସବୁ ପ୍ରତି ଧ୍ୟାନ ଦେବା ଜରୁରୀ

ଅଭିନେତାଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ , ମାରପିଟ.

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top