ଭୁବନେଶ୍ୱର :ଜୁଆଣିକୁ ସଂସ୍କୃତରେ ଅଗ୍ନିଗନ୍ଧା କୁହାଯାଇଥାଏ । ଜୁଆଣି ଖାଦ୍ୟର ସ୍ୱାଦ ବଢାଇବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକାରକ ଅଟେ । ଏହା ବ୍ୟତୀତ ଓଜନ କମ କରିବା ପାଇଁ ମଧ୍ୟ ଆପଣ ଜୁଆଣି ପାଣିର ବ୍ୟବହାର କରିପାରିବେ । ମହିଳାଙ୍କ ପାଇଁ ଜୁଆଣି ପାଣିର ଲାଭ : ୧. ପେଟ ଯନ୍ତ୍ରଣାରୁ ମୁକ୍ତି : ଏହା ପେଟ ପୀଡ଼ା କମ କରିବାର ଏକ ଲାଭଦାୟକ ଉପାୟ ଅଟେ ।