Dailyhunt
ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାଁ ବଦଳିଲା

ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାଁ ବଦଳିଲା

ONA Khabar 6 years ago

ଭୁବନେଶ୍ୱର: ରାଜଧାନୀର ପ୍ରମୁଖ ରାସ୍ତର ନାମ ବଦଳାଇଲେ ସରକାର । ଏଜି ଛକରୁ ଆଚାର୍ଯ୍ୟ ବିହାର ଛକ ପର‌୍ୟ୍ୟନ୍ତ ରାସ୍ତାର ନାମ ସଚିବାଳୟ ମାର୍ଗ ରହିଥିଲା । ରାଜ୍ୟ ସଚିବାଳୟର ନାମ ଲୋକସେବା ଭବନ ହେବା ପରେ ଏହି ରାସ୍ତାର ନାମକୁ 'ଲୋକସେବା ମାର୍ଗ' ଭାବେ ନାମିତ କରିଛନ୍ତି ରାଜ୍ୟ ସରକାର । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା ..

କୋରାପୁଟ ଗସ୍ତରେ ଡିଜିପି ଅଭୟ : ଡିପିଓରେ ୬ ଜିଲ୍ଲାର ଏସପିଙ୍କୁ ନେଇ.

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar