କଟକ : ଗାର୍ଲଫ୍ରେଣ୍ଡ ପାଇଁ ଧରାପଡ଼ିଗଲା ଅଭିଯୁକ୍ତ ରାଜା ସାହାଣୀ। ଷ୍ଟେସନରେ ଉଠିଥିଲା ରାଜାର ଫଟୋ। ଋଷିକେଶ ବୁଲିବାକୁ ଯାଇ ଧରାପଡ଼ିଗଲା। ଷ୍ଟେସନର ଫଟୋ ଦେଖି ଚିହ୍ନିଥିଲା କମିଶନରେଟ ପୁଲିସ। ଆନ୍ତଃରାଜ୍ୟ ଡକାୟତ ରାଜାକୁ ଧରାଇଦେଲା ଫଟୋ। ଉତ୍ତରାଖଣ୍ଡର ଏକ ରେଲୱେ ଷ୍ଟେସନର ଫଟୋ ମିଳିଥିଲା। ସେଠାରେ ବୁଲୁଥିବା ବେଳେ ରାଜାଙ୍କ ଫଟୋ ଉଠିଥିଲା।

