Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଇଜିପ୍ଟର ଦକ୍ଷିଣ ସିନାଇରେ ବସ ଦୁର୍ଘଟଣାରେ ୧୬ ମୃତ, ୨୮ ଆହତ

ଇଜିପ୍ଟର ଦକ୍ଷିଣ ସିନାଇରେ ବସ ଦୁର୍ଘଟଣାରେ ୧୬ ମୃତ, ୨୮ ଆହତ

ONA Khabar 1 week ago

ଭୁବନେଶ୍ୱର : ଦକ୍ଷିଣ ସିନାଇର ଦହାବ-ନୁୱେଇବା ରାସ୍ତାରେ ଏକ ବସ୍ ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ବସ୍‌ରେ ଥିବା ଅନ୍ୟ ୨୮ ଜଣ ଯାତ୍ରୀ ଆହତ ହୋଇଥିବା ବୁଧବାର ଇଜିପ୍ଟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଲୋହିତ ସାଗର ଉପକୂଳ ପାର୍ଶ୍ୱସ୍ଥ ଏହି ଅଞ୍ଚଳ ପର୍ଯ୍ୟଟକଙ୍କ ମଧ୍ୟରେ ଲୋକପ୍ରିୟ। ଗତ ମାସରେ ଇଜିପ୍ଟର ଇସମାଇଲିଆ ଗଭର୍ଣ୍ଣରେଟରେ ଏକ ସଡ଼କ ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୩୨ ଜଣ ଆହତ ହୋଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar