Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମହାନଦୀ ଜଳ ବଣ୍ଟନରେ ଓଡିଶାରେ ସ୍ୱାର୍ଥ ହାନୀ ହେବାକୁ ଦେବ ନାହିଁ; ଲଢେଇ ଜାରୀ ରହିବ - ନବୀନ

ମହାନଦୀ ଜଳ ବଣ୍ଟନରେ ଓଡିଶାରେ ସ୍ୱାର୍ଥ ହାନୀ ହେବାକୁ ଦେବ ନାହିଁ; ଲଢେଇ ଜାରୀ ରହିବ - ନବୀନ

ONA Khabar 6 days ago

ଭୁବନେଶ୍ୱର: ବିଶିଷ୍ଟ ପରିବେଶବିତ୍‌ ଡ. ରାଜେନ୍ଦ୍ର ସିଂ ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ମହାନଦୀ ଜଳ ବଣ୍ଟନ ସମସ୍ୟା ସମ୍ପର୍କ ରେ ଆଲୋଚନା କରିଥିଲେ। ବିଜୁ ଜନତା ଦଳ କୌଣସି ପରିସ୍ଥିତିରେ ମହାନଦୀ ଜଳ ବଣ୍ଟନରେ ଓଡିଶାରେ ସ୍ୱାର୍ଥ ହାନୀ ହେବାକୁ ଦେବ ନାହିଁ ଏବଂ ଲଢେଇ ଜାରୀ ରହିବ ବୋଲି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ।

ଏହି ଆଲୋଚନାରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ମହନଦୀ କମିଟିର ସଦସ୍ୟ ଶ୍ରୀ ନିରଞ୍ଜନ ପୂଜାରୀ ଓ ମହାନଦୀ ବଚାଓ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସ ପ୍ରମୁଖ ଭାଗ ନେଇଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar