Dailyhunt
ମେ' ୫ରୁ ପିଜି ପ୍ରବେଶିକା ପରୀକ୍ଷା

ମେ' ୫ରୁ ପିଜି ପ୍ରବେଶିକା ପରୀକ୍ଷା

ONA Khabar 1 week ago

ଭୁବନେଶ୍ୱର: ମେ ୫ରୁ ପିଜି ପ୍ରବେଶିକା ପରୀକ୍ଷା । ଉଚ୍ଚଶିକ୍ଷା ବିଭାଗ ଏସଏସବି ପକ୍ଷରୁ ପିଜି ପ୍ରବେଶିକା ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ମେ ୫ରୁ ୧୬ ଯାଏଁ ଅନୁଷ୍ଠିତ ହେବ ପ୍ରବେଶିକା ପରୀକ୍ଷା । ୫୦ଟି ସ୍ନାତକୋତ୍ତର ବିଷୟ ପାଇଁ ହେବ ପ୍ରବେଶିକା ପରୀକ୍ଷା । ୩୧, ୯୧୫ ପିଜି ସିଟ ନିମନ୍ତେ ଆବେଦନ କରିଛନ୍ତି ୫୮, ୭୦୮ ଛାତ୍ରଛାତ୍ରୀ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar