Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୋଖରୀରେ ଭାସୁଛି ମହିଳାଙ୍କ..

ପୋଖରୀରେ ଭାସୁଛି ମହିଳାଙ୍କ..

ONA Khabar 6 years ago

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଝିଞ୍ଜିରିନାଳି ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା | ଗାଁର ଏକ ପୋଖରୀରେ ଭାସୁଛି ଜଣେ ମହିଳା ଙ୍କ ମୃତଦେହ । ମୃତକ ମହିଳା ସଅଁରାପଶି ଗାଁ ମଲ୍ଲି ମୁଣ୍ଡା ।

ତେବେ ଏଟାରେ ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ପାଟଣା ଥାନା ଝିଞ୍ଜିରିନାଳି ଗାଁକୁ ଏକ ଶୁଦ୍ଧିକ୍ରିୟା କାମରେ ଯୋଗଦେବାକୁ ଆସିଥିଲେ ମଲ୍ଲି ମୁଣ୍ଡା । ଆଜି ସକାଳୁ ଗାଁର କିଛି ଲୋକ ପୋଖରୀ କୁ ଶୌଚ ହେବାକୁ ଯାଇଥିବା ବେଳେ ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ। ତେବେ ମୃତ୍ୟର କାରଣ ଜଣା ପଡି ନଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିନି ପୋଲିସ।

ଜଙ୍ଗଲକୁ ଟେକି ନେଇ ୬ବର୍ଷର ଶିଶୁ କନ୍ୟା ସହ..

ବାରମ୍ବାର ଏହି ସବୁ ଲକ୍ଷଣ ଦେଖାଯାଉଛି କି ତେବେ ଜାଣନ୍ତୁ କ'ଣ ହୋଇପାରେ

୫ଦଫା ଦାବୀରେ ଓଡିଶା ରାଜ୍ୟ ଆଶା ଓ ଆଶାସାଥୀ ସଙ୍ଘ ପକ୍ଷରୁ ଶୋଭାଯାତ୍ରା.

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar