Saturday, 21 Sep, 1.11 pm ONA Khabar

ହୋମ
ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବା ହେତୁ ପୁଣି ୨ଟି ଗେଟ୍ ଖୋଲିଲା । ହୀରାକୁଦ ଜଳଭଣ୍ତାର ଜଳସ୍ତର ୬୩୦ ଫୁଟ୍ ଛୁଇଁ ସାରିଛି । ଜଳଭଣ୍ତାରର ଜଳସ୍ତର କ୍ଷମତା ୬୩୦ ରହିଥିବା ବେଳେ ଜଳସ୍ତର ମଧ୍ୟ ୬୩୦କୁ ପହଞ୍ଚିଛି । ଉପର ମୁଣ୍ତରେ ଵର୍ଷା ପରିମାଣ କମିଥିବାରୁ କମ୍ ଜଳ ପ୍ରବେଶ କରିଥିଲା ।

ଏନେଇ ଗତ ସୋମବାର ସମସ୍ତ ଗେଟ ମଧ୍ୟ ବନ୍ଦ ହୋଇଥିଲା । ତେବେ ଗତକାଲି ସନ୍ଧ୍ୟାରେ ଜଳଭଣ୍ତାର ଜଳସ୍ତର କ୍ଷମତାକୁ ପହଞ୍ଚିଥିବା ଵେଳେ ୨ ଟି ଗେଟକୁ ଖୋଲା ଯାଇଛି । ତେବେ ସେକେଣ୍ତ ପ୍ରତି ୫୪ ହଜାର ୦୩୮ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨ ଟି ଗେଟ ଦେଇ ସେକେଣ୍ତ ୫୪ ହଜାର ୦୩୮ କ୍ୟୁସେକ ପାଣି ନିଷ୍କାସିତ ହେଉଛି ।

ଗାନ୍ଧୀଜୀଙ୍କ ୧୫୦ ତମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପୁରୀରେ ମୋ ବିଚ କାର୍ଯ୍ୟକ୍ରମ

ଆଜି କରିନାଙ୍କ ଜନ୍ମଦିନ

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: ONA Khabar
Top