Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାଜ୍ୟସଭା ଭୋଟିଂ ଦ୍ୱନ୍ଦ୍ୱ: ୧୧ରେ ସିଇଓ ବିଜେଡି ମିଟିଂ

ରାଜ୍ୟସଭା ଭୋଟିଂ ଦ୍ୱନ୍ଦ୍ୱ: ୧୧ରେ ସିଇଓ ବିଜେଡି ମିଟିଂ

ONA Khabar 2 weeks ago

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଭୋଟିଂ ଦ୍ୱନ୍ଦ୍ୱରୁ ନେଇ ଆସନ୍ତା ୧୧ରେ ସିଇଓ ବିଜେଡି ମିଟିଂ । ୫ ଜଣିଆ ବିଜେଡି ଟିମକୁ ସାକ୍ଷାତ ପାଇଁ ସିଇଓ ଅନୁମତି ଦେଇଥିବା ସୂଚନା ମିଳିଛି । ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଲା ମଲ୍ଲିକ, ପ୍ରତାପ ଦେବ , ଅରୁଣ ସାହୁ, ସସ୍ମିତ ପାତ୍ର ଭେଟିବେ । ଉପାସନା ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଭୋଟକୁ ନେଇ ପ୍ରଶ୍ନ ଉଠିଥିଲା ।

ଉଭୟଙ୍କୁ ଦ୍ୱିତୀୟ ବାଲଟ ଦିଆଯିବାକୁ ନେଇ ପ୍ରଶ୍ନ ଉଠାଇଥିଲେ ନବୀନ । ସାଂସଦ ନବୀନ ସସ୍ମିତ ପାତ୍ର ଏନେଇ ଇସିଆଇଙ୍କ ନିକଟରେ ଫେରାଦ ହୋଇଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar