Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ତୁଟିବ ମହାନଦୀ ବିବାଦ: ଦୋହରାଇଲେ ମୁଖ୍ୟମନ୍ତ୍ରୀ

ତୁଟିବ ମହାନଦୀ ବିବାଦ: ଦୋହରାଇଲେ ମୁଖ୍ୟମନ୍ତ୍ରୀ

ONA Khabar 3 weeks ago

ଟକ: ମହାନଦୀ ଜଳ ବିବାଦର ସମାଧାନ ନେଇ ପୁଣି ଆଶା ଦୋହରାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀ ବୈଠକରେ ଛତିଶଗଡ ସହ ସୌହାଦ୍ର୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି । ଓଡିଶାର ସ୍ୱାର୍ଥ, ଅଧିକାର , ଚାଷୀକୂଳର ହିତକୁ ଗୁରୁତ୍ୱ ଦିଆଯାଇଛି । ଟେକ୍ନିକାଲଟିମ ୩ ମାସ ମଧ୍ୟରେ ବିସ୍ତ୍ରୃତ ଭାବେ ଆଲୋଚନା କରିବେ । କୌଣସି ରାଜ୍ୟ ସ୍ୱାର୍ଥକୁ ବଳି ଦିଆଯିବନି ବୋଲି ଜଳଶକ୍ତି ମନ୍ତ୍ରୀ କହିଛନ୍ତି ।

ସେଣ୍ଟ୍ରାଲ ୱାଟର କମିଶନ ମଧ୍ୟସ୍ଥତାରେ ଆଗକୁ ଆଲୋଚନା ଜାରି ରହିବ । ଦୀପାବଳୀ ସୁଦ୍ଧା ୧୦ ବର୍ଷର ବିବାଦ ସମାଧାନ ନେଇ ମୁଁ ପୂରା ଆଶାବାଦୀ । କେନ୍ଦ୍ର ସରକାର ଓ ଛତିଶଗଡ ସରକାରଙ୍କ ଉପରେ ପୂରା ଭରସା ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ONA Khabar