ପ୍ରମେୟ
ପ୍ରମେୟ

ଗୁରୁବାରର ରାଶିଫଳ -ଏହି ରାଶିଧାରୀ ପରିବାରରେ ସୁଖଶାନ୍ତି, ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ଭାଇ, ଭଉଣୀଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ପ୍ରକାଶ

ଗୁରୁବାରର ରାଶିଫଳ -ଏହି ରାଶିଧାରୀ ପରିବାରରେ ସୁଖଶାନ୍ତି, ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ଭାଇ, ଭଉଣୀଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ପ୍ରକାଶ
  • 31d
  • 0 views
  • 3 shares

28/10/2021 at 12:19 AM

ପଞ୍ଜିକା
ଅଦ୍ୟ ତା.୨୮.୧୦.୨୦୨୧ରିଖ, ତୁଳା ୧୨ ଦିନ, କାର୍ତ୍ତିକ ମାସ କୃଷ୍ଣପକ୍ଷ ସପ୍ତମୀ, ଗୁରୁବାର । ସପ୍ତମୀ-ଦିବା ୧୨ଟା ୫୨ ମିନିଟ୍‌ । ପୁନର୍ବସୁ-ଦିବା ୯ଟା ୪୪ ମିନିଟ୍‌ । କର୍କଟ ଚନ୍ଦ୍ର-୬୦ ଦଣ୍ଡ, ଅହୋରାତ୍ର । ସୂର୍ଯ୍ୟୋଦୟ: ୫ଟା ୪୭ ମିନିଟ୍‌ ୨୪ ସେକେଣ୍ଡ ।

ଅଧିକ ପଢନ୍ତୁ
ସମ୍ବାଦ

କଟକରେ ଭାଇଚାରା ରାଜନୀତି! ଦୁଇ ଦୁଇ ଜଣ ମନ୍ତ୍ରୀ ଆସିଲେ; କଳାପତାକା କି ଅଣ୍ଡା ମାଡ଼ ହେଲାନି

କଟକରେ ଭାଇଚାରା ରାଜନୀତି! ଦୁଇ ଦୁଇ ଜଣ ମନ୍ତ୍ରୀ ଆସିଲେ; କଳାପତାକା କି ଅଣ୍ଡା ମାଡ଼ ହେଲାନି
  • 5hr
  • 0 views
  • 4 shares

କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ଅଣ୍ଡା ମାଡ଼ କରୁଛନ୍ତି। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ଅନ୍ୟ ମନ୍ତ୍ରୀମାନଙ୍କୁ ଅଣ୍ଡା ମାଡ଼ କରାଯାଉଛି। କଳାପତାକା ପ୍ରଦର୍ଶନ କରାଯାଉଛି। ମମିତା ମେହେର ହତ୍ୟାକାଣ୍ଡ ପରେ କ‌ଂଗ୍ରେସ ଓ ବିଜେପି କର୍ମୀମାନେ ସାରା ରାଜ୍ୟରେ ଏବେ ଏଭଳି ପ୍ରତିବାଦ କରୁଥିବା ବେଳେ ବିଜେଡି ପକ୍ଷରୁ ମଧ୍ୟ ପାଲଟା ଜବାବ ଦିଆଯାଉଛି।

ଅଧିକ ପଢନ୍ତୁ
Odisha TV
Odisha TV

ପେନସିଲ୍ ଚୋରି କରୁଛି ସାଙ୍ଗ : ଥାନାରେ ପହଞ୍ଚି କେସ୍ କଲା କୁନି ପିଲା

ପେନସିଲ୍ ଚୋରି କରୁଛି ସାଙ୍ଗ : ଥାନାରେ ପହଞ୍ଚି କେସ୍ କଲା କୁନି ପିଲା
  • 2hr
  • 0 views
  • 7 shares

ପେନସିଲ୍ ଚୋରି କରୁଛି, ତାକୁ ଜେଲରେ ଭର୍ତ୍ତି କର । ବାରମ୍ବାର ମନା କଲେବି ଶୁଣୁନି । ପେନସିଲ୍ ଚୋର ସାଙ୍ଗକୁ ଧରି ଥାନାରେ ପହଞ୍ଚିଲା କୁନି ପୁଅ । ଆନ୍ଧ୍ରପ୍ରଦେଶରେ ପୋଲିସ ନିକଟକୁ ଏପରି ଏକୁ ବିରଳ ଅଭିଯୋଗ ଆସିଛି, ଯାହା ଶୁଣି ସମସ୍ତେ ହସୁଛନ୍ତି । ପ୍ରାଥମିକ ସ୍କୁଲରେ ପଢ଼ୁଥିବା ଜଣେ ଛାତ୍ର ସାଥୀଙ୍କ ବିରୋଧରେ ଅଭିଯୋଗ କରିବାକୁ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ।

ଅଧିକ ପଢନ୍ତୁ

No Internet connection