ଭୁବନେଶ୍ବର୩।୮: ଓଡ଼ିଶାରେରାଷ୍ଟ୍ରପତିଦ୍ରୌପଦୀମୁର୍ମୁ।ତିନିଦିନିଆଓଡ଼ିଶାଗସ୍ତରେଆସିପହଞ୍ଚିଛନ୍ତିରାଷ୍ଟ୍ରପତିଦ୍ରୌପଦୀମୁର୍ମୁ।କଡ଼ାସୁରକ୍ଷାବଳୟରେସ୍ୱତନ୍ତ୍ରବିମାନଯୋଗେଭୁବନେଶ୍ୱରରେପହଞ୍ଚିଛନ୍ତିରାଷ୍ଟ୍ରପତି।ବିମାନବନ୍ଦରରେରାଜ୍ୟପାଳ, ମୁଖ୍ୟମନ୍ତ୍ରୀପ୍ରମୁଖରାଷ୍ଟ୍ରପତିଙ୍କୁସ୍ବାଗତସମ୍ବର୍ଦ୍ଧନାକରିଥିଲେ।ଭୁବନେଶ୍ବରରେ ପହଞ୍ଚିବା ପରେ ଲୋକଭବନ ଯାଇଥିଲେ ରାଷ୍ଟ୍ରପତି । ସେଠାରୁ ସଡ଼କ ଯୋଗେ ରାଷ୍ଟ୍ରପତି କଟକ ବାଆଁରା ଅଭିମୁଖେ ବାହାରିଥିଲେ । ସେଠାରେ ଜଗତଗୁରୁ କୃପାଳୁଜୀ ବିଶ୍ୱବିଦ୍ୟାଳୟର ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ।
ମଙ୍ଗଳବାରସକାଳ୯ଟାରେରାଷ୍ଟ୍ରପତିସ୍ବତନ୍ତ୍ରଟ୍ରେଟ୍ଯୋଗେଭୁବନେଶ୍ବରରୁବ୍ରହ୍ମପୁରଯିବେ।ସେଠାରୁସଡ଼କପଥରେଯିବେତପ୍ତପାଣି।ଯେଉଁଠାରେମା' କନ୍ଧୁଣୀଦେବୀଙ୍କୁଦର୍ଶନକରିବେ।ମା'ଙ୍କଦର୍ଶନପରେରାଷ୍ଟ୍ରପତିବ୍ରହ୍ମପୁରଫେରିଗୋଳନ୍ଥରାଆର୍ମିଏଡିକଲେଜରେରାତ୍ରିଯାପନକରିବେ।ବୁଧବାରସକାଳେସ୍ବତନ୍ତ୍ରଟ୍ରେନଯୋଗେଁରାଷ୍ଟ୍ରପତିଭୁବନେଶ୍ବରଫେରିବାପରେସେଠାରୁଦିଲ୍ଲୀଫେରିଯିବେ।

