Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Puri News: ଶ୍ରୀମନ୍ଦିର ପ୍ରଶାସନର ରଥଯାତ୍ରା ପ୍ରସ୍ତୁତି, ଆଜି ଛତିଶା ନିଯୋଗ ବୈଠକ

Puri News: ଶ୍ରୀମନ୍ଦିର ପ୍ରଶାସନର ରଥଯାତ୍ରା ପ୍ରସ୍ତୁତି, ଆଜି ଛତିଶା ନିଯୋଗ ବୈଠକ

ପୁରୀ,୩୧/୦୫: ଚଳିତ ବର୍ଷ ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଅନୁମୋଦନ ତଥା ବିଶେଷ ଭାବେ ସ୍ନାନଯାତ୍ର, ରଥଯାତ୍ରା ଓ ବାହୁଡ଼ା ଯାତ୍ର ବ୍ୟବସ୍ଥାବଳୀ ଅନୁମୋଦନ ନିମନ୍ତେ ବସିବ ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ରଥଯାତ୍ରା ପ୍ରସ୍ତୁତି ବୈଠକ ରବିବାର ଅପରାହ୍ଣ ସାଢ଼େ ୪ଟାରେ ନୀଳାଦ୍ରି ଭକ୍ତ ନିବାସରେ ହେବ ବୋଲି ଜଣାପଡ଼ିଛି ।

ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବାକୁ ରହିଥିବା ବେଳେ ତାଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ବିଷୟ ଆଲୋଚନା ହେବାକୁ ସ୍ଥିର ହୋଇଛି।

ଅଧିକ ପଢ଼ନ୍ତୁ :- ପୁରୀରେ ଦୁର୍ଦ୍ଦାନ୍ତ ଅପରାଧୀ ଚନ୍ଦନକୁ ଏନକାଉଣ୍ଟର

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia