Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସ୍ତ୍ରୀକୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା,  ଘର ଭିତରୁ ୨ ମୃତଦେହ ଉଦ୍ଧାର

ସ୍ତ୍ରୀକୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା, ଘର ଭିତରୁ ୨ ମୃତଦେହ ଉଦ୍ଧାର

ଦ୍ରକ,୨୭।୮ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା । ଭଦ୍ରକ ଜିଲ୍ଲାପୁରୁଣା ବଜାର ଥାନା ନଙ୍ଗା ମହଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘର ଭିତରୁ ସ୍ବାମୀ ଓ ସ୍ତ୍ରୀଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତକ ହେଲେ ସୋନୁ ବିବି ଓ ତାଙ୍କ ସ୍ବାମୀ ସେକ ମୁସ୍ତଫା ରାଜା। ଖବର ପାଇ ଘଟଣାସ୍ଥଳରେ ପୁରୁଣା ବଜାର ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି।

ପାରିବାରିକ କଳହରୁ ଏପରି ଘଟଣା ଘଟିଥିବା ପୁଲିସ ଅନୁମାନ କରୁଛି।

ଆହୁରି ପଢନ୍ତୁ : ଗୋଳାବନ୍ଧ ବିସ୍ଥାପିତଙ୍କ ୪ ଦଶନ୍ଧିର ଅପେକ୍ଷାର ଅନ୍ତ, ୧୩୭୧ ପରିବାର ପାଇଁ ୭୫.୬୦ କୋଟିର ପ୍ୟାକେଜ୍ ଘୋଷଣା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia