ବଲାଙ୍ଗୀର: ମୋବାଇଲ୍ ରିଚାର୍ଜ ପାଇଁ ନାବାଳକର ଆତ୍ମହତ୍ୟା ଅଭିଯୋଗ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଣ୍ଟାବାଞ୍ଜି ଥାନା କୁଳିଆଦରୋ ଗାଁ ବସ୍ତିପଡ଼ାରେ। ମିଳିଥିବା ସୂଚନା ଅନୁସାରେ, ଗାଁର ଜେନୖକ ବ୍ୟକ୍ତିଙ୍କ ପୁଅ ଘର ଲୋକଙ୍କୁ ମୋବାଇଲ ରିଚାର୍ଜ ପାଇଁ ୩୫୦ ଟଙ୍କା ମାଗିଥିଲେ। କିନ୍ତୁ ପରିବାର ପକ୍ଷରୁ ଟଙ୍କା ଦେବାକୁ ମନା କରାଯାଇଥିଲା।