କଟକ ୩୦।୦୫ : କଟକ ଯୋବ୍ରା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜୟ କପୀସ ନାମକ ଏକ ଘରୋଇ ବସ୍ ଧକ୍କାରେ ଚାଲିଗଲା ଯୁବତୀଙ୍କ ଜୀବନ । ମୃତ ଯୁବତୀଙ୍କ ନାମ ସ୍ୱାଗତିକା ମହାନ୍ତି ବୋଲି ଜଣାପଡିଛି । ଖବର ଅନୁଯାୟୀ, କଟକ ଯୋବ୍ରା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜୟ କପୀସ ନାମ ଏକ ଘରୋଇ ବସ୍ ଧକ୍କାରେ ଚାଲିଗଲା ଯୁବତୀଙ୍କ ଜୀବନ।