ଜୟପୁର: ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍। UG ଦ୍ବିତୀୟ ବର୍ଷର ସେକେଣ୍ଡ ସେମିଷ୍ଟାରର ଇଂରାଜୀ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ସୂଚନା ଦେଇଛନ୍ତି ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ । ସୂଚନା ଅନୁସାରେ, ଶନିବାର UG ଦ୍ବିତୀୟ ବର୍ଷ ସେକେଣ୍ଡ ସେମିଷ୍ଟାରର ବାଧ୍ୟତାମୂଳକ ଇଂରାଜୀ ପରୀକ୍ଷା ଅପରାହ୍ନ ୨ଟା ସମୟରେ ଥିଲା ।କମ୍ ସମୟ ମଧ୍ୟରେ ଏହି ବାତିଲ ନୋଟିସ୍ ଦିଆଯାଇଥିବାରୁ ବହୁ ଛାତ୍ର ଛାତ୍ରୀ ପରୀକ୍ଷା ଦେବାକୁ ଆସି ନିରାଶ ହୋଇ ଫେରିଛନ୍ତି । ଅପରେ ପକ୍ଷେ ବିଶ୍ବବିଦ୍ଯାଳୟର ପରୀକ୍ଷା ନିୟନ୍ତ୍ରକ କହିଛନ୍ତି, ତୁରନ୍ତ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଇବର ପୋଲିସ ନିକଟରେ ଲିଖିତ ଅଭିଯୋଗ କରାଯାଇଛି । ଏହାର ତଦନ୍ତ ପୋଲିସ ।
