Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ବ୍ରାଉନସୁଗାର ମାମଲାରେ ପୁଣି ୨ ଗିରଫ, ୧୭ରେ ପହଞ୍ଚିଲା ଗିରଫଙ୍କ ସଂଖ୍ୟା

NEWS7 15 hrs ago
 ଫୁଲବାଣୀ ୨୫।୭: ବ୍ରାଉନ ସୁଗାର ମାମଲାରେ ପୁଣି ୨ ଜଣଙ୍କୁ ଗିରଫ କରିଛି ଫୁଲବାଣୀ ଟାଉନ୍ ଥାନା ପୋଲିସ l ଗିରଫ ଦୁଇ ଜଣ ହେଲେ ଖଜୁରିପଡା ଥାନା ଆର୍ ନୂଆଗାଁ ଗ୍ରାମର ପ୍ରକାଶ ମୁଖୀ । ବର୍ତ୍ତମାନ ସେ ଫୁଲବାଣୀର ଅରବିନ୍ଦ ନଗରରେ ରହୁଥିଲେ । ଅନ୍ୟ ଜଣେ ଫୁଲବାଣୀ ସାହିର ଅରୁଣ ଜଣେ ମହିଳା ବୋଲି ଟାଉନ ପୋଲିସ କହିଛି l ଏ ଦୁଇ ଜଣଙ୍କୁ ମିଶାଇ ବ୍ରାଉନ ସୁଗାର ମାମଲାରେ ଗିରଫ ସଂଖ୍ୟା ୧୭ରେ ପହଞ୍ଚିଛି l - ସୁନାବେଶ ପାଇଁ ପୁରୀମୁହାଁ ହଜାର ହଜାର ଶ୍ରଦ୍ଧାଳୁ, ପିପିଲିରୁ ମାଳତୀପାଟପୁର ଲାଗିଛି ଲମ୍ବା ଲାଇନ୍ କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦଙ୍କ ନିର୍ଦ୍ଦେଶ କ୍ରମେ ବ୍ରାଉନ ସୁଗାର ମାମଲାର ତଦନ୍ତ କରାଯାଉଛି l ଏହି ଡ୍ରଗ୍ସ ମାମଲା କନ୍ଧମାଳ ବାହାରେ ନୟାଗଡ଼, ଭୁବନେଶ୍ଵରରେ ଯେଉଁ ଚାଲାଣ କାରି ରହିଛନ୍ତି ସେମାନଙ୍କ ଉପରେ ନଜର ରଖାଯିବ ବୋଲି ଏସ୍ପି ରମେନ୍ଦ୍ର ପ୍ରସାଦ କହିଛନ୍ତି ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7