ଭଞ୍ଜନଗର ୦୩।୦୫ : ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଖଇରପୁଟି ଗ୍ରାମରେ ବଡ଼ ଅଘଟଣ। ଟାଙ୍ଗିଆ ଚୋଟରେ ସ୍ତ୍ରୀକୁ ଆକ୍ରମଣ । ଗୁରୁତର ଅବସ୍ଥାରେ ୩୬ ବର୍ଷୀୟା ସ୍ତ୍ରୀ ରଶ୍ମିତା ବିଷୋୟୀ ମେଡିକାଲରେ ଭର୍ତ୍ତି । ପୋଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି । -Dutch Princess Death Threat: ଡଚ୍ ରାଜକୁମାରୀଙ୍କୁ ହତ୍ୟା ପାଇଁ ଭୟଙ୍କର ଷଡ଼ଯନ୍ତ୍ର, 'ନାଜି' ଲିଙ୍କ୍ ଥିବା ଅଭିଯୁକ୍ତ ଗିରଫ ମିଳିଥିବା ସୂଚନା ମୁତାବକ, ସ୍ୱାମୀ ସଞ୍ଜୟ ବିଷୋୟୀ ସ୍ତ୍ରୀଙ୍କୁ ଟଙ୍କା ମାଗିଥିଲେ।ଗୁରୁତର ପତ୍ନୀ ହେଉଛନ୍ତି ୩୬ ବର୍ଷୀୟା ରଶ୍ମିତା ବିଷୋୟୀ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ କରୁଛି।
