ମୋରଡା: ମହିଳା କରୁଥିଲେ ଗଞ୍ଜେଇ କାରବାର । ତା ପୁଣି ପୋଲିସ ଓ ଅବକାରୀ ବିଭାଗ ଆଖିରେ ଧୂଳି ଦେଇ । ବାରମ୍ୱାର ଚକ୍ମା ଦେଇ ଖସିଯାଉଥିଲେ । ହେଲେ ଏବେ ପଡିଯାଇଛନ୍ତି ହାବୁଡରେ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଚିରକୁଣୀପଦା ଛକ ଠାରୁ...