Dailyhunt

କନ୍ୟା ରାଶି ବ୍ୟକ୍ତି କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ପାଇବେ, ମାନସିକ ଚାପ କମିବ ଓ ଶାନ୍ତି ଅନୁଭବ କରିବେ

NEWS7 1 week ago
 ମେଷ- ଆତ୍ମବିଶ୍ୱାସ ବଢ଼ିବ ଓ ନୂଆ କାମ ଆରମ୍ଭ ପାଇଁ ଭଲ ସମୟ ରହିବ। କାର୍ଯ୍ୟକ୍ଷେତ୍ରରେ ଧୀରେ ଧୀରେ ସଫଳତା ମିଳିବ। ପରିବାର ସହଯୋଗ ମିଳିବ। ଧନ ଆଗମନ ହେବ। ବୃଷ- ଧନ ଓ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ରହିଛି। ଶତ୍ରୁ ଭୟ ସମାପ୍ତ ହେବ, ଆପଣଙ୍କ ପ୍ରଭାବ ବଢିବ। ସ୍ୱାସ୍ଥ୍ୟ ଭଲ ରହିବ। ନୂଆ ଯୋଜନା ସଫଳ ହେବ। ପରିବାରରୁ ସୁଖ ସମ୍ବାଦ ମିଳିପାରେ।
ମିଥୁନ- ମନରେ ଦ୍ୱନ୍ଦ୍ୱ ଓ ଅସ୍ଥିରତା ରହିପାରେ। କାମରେ ଅବସର ମିଳିଲେ ମଧ୍ୟ ନିଷ୍ପତ୍ତି ନେବାରେ ଦେର ହେବ। ଆର୍ଥିକ ଦିଗରେ ସାଧାରଣ ଫଳ ମିଳିବ। ପରିବାରର ସହଯୋଗ ରହିବ।

ଧୈର୍ଯ୍ୟ ରଖିବା ଆବଶ୍ୟକ। କର୍କଟ- ଧନ ଲାଭ ଓ କାର୍ଯ୍ୟରେ ସଫଳତା ମିଳିବ। ବ୍ୟବସାୟରେ ଭଲ ପରିଣାମ ଆସିବ। ପରିବାର ସହ ସମୟ କାଟିବେ।

ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ମନ ଖୁସି ରହିବ ଓ ସମ୍ମାନ ବଢ଼ିବ। ସିଂହ- କାର୍ଯ୍ୟକ୍ଷେତ୍ରରେ ସତର୍କତା ରଖିବା ଆବଶ୍ୟକ। ଅତି ଆତ୍ମବିଶ୍ୱାସ କ୍ଷତି କରିପାରେ।

ଧନ ଦିଗରେ ସାଧାରଣ ଫଳ ମିଳିବ। ପରିବାର ସହ ମତଭେଦ ହୋଇପାରେ। ଧୈର୍ଯ୍ୟ ଓ ସମନ୍ୱୟ ରଖିଲେ ସମସ୍ୟା ସମାଧାନ ହେବ। କନ୍ୟା- ମାନସିକ ଚାପ କମିବ ଓ ଶାନ୍ତି ଅନୁଭବ କରିବେ।

କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ଆସିପାରେ। ପରିବାରର ସହଯୋଗ ମିଳିବ। ଧନ ଲାଭ ସମ୍ଭାବନା ରହିଛି। ସ୍ୱାସ୍ଥ୍ୟରେ ସୁଧାର ଆସିବ।

ତୁଳା- ଆଜି ନୂଆ ଆରମ୍ଭ ପାଇଁ ଶୁଭ ସମୟ ରହିଛି। ଆପଣଙ୍କ ନିଷ୍ପତ୍ତି ସଫଳ ହେବ। ସମ୍ପର୍କରେ ସୁଧାର ଆସିବ। କାର୍ଯ୍ୟରେ ଆଗକୁ ବଢିବେ।

ଧନ ଆଗମନ ହେବ ଓ ମନରେ ସନ୍ତୋଷ ରହିବ। ବିଛା- ଆତ୍ମଚିନ୍ତନ ଓ ଧ୍ୟାନର ଦିନ ରହିବ। କାମରେ ଧୀରେ ଧୀରେ ଆଗକୁ ବଢନ୍ତୁ। ଅତି ରିଆକ୍ସନ୍ କ୍ଷତି କରିପାରେ।

ଧନ ଦିଗରେ ସାଧାରଣ ଫଳ ମିଳିବ। ମନରେ କିଛି ଚିନ୍ତା ରହିପାରେ। ଧନୁ- ଭାଗ୍ୟ ସହଯୋଗ କରିବ ଓ ଧନ ଲାଭ ହେବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ।

ପରିବାର ସହ ଖୁସି ରହିବ। ନୂଆ କାମ ଆରମ୍ଭ କରିପାରିବେ। ଧାର୍ମିକ ଚିନ୍ତା ଓ ସକାରାତ୍ମକତା ବଢିବ। ମକର- କାମରେ ସତର୍କ ରହିବା ଦରକାର।

ଅତି ଚିନ୍ତା ଓ ଚାପ ରହିପାରେ। ଧନ ଦିଗରେ ସାଧାରଣ ଫଳ ମିଳିବ। ପରିବାର ସହଯୋଗ ରହିବ। ଧୈର୍ଯ୍ୟ ରଖିଲେ ଆଗାମୀ ଦିନରେ ଲାଭ ମିଳିବ।

କୁମ୍ଭ- ନୂଆ ଯୋଜନା ଓ କାର୍ଯ୍ୟରେ ଆଗକୁ ବଢିବେ। ମନରେ ସ୍ପଷ୍ଟତା ଆସିବ। ସମ୍ପର୍କରେ ସୁଧାର ହେବ। ଧନ ଲାଭ ସମ୍ଭାବନା ରହିଛି।

କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ମୀନ- କାର୍ଯ୍ୟ ଓ ବ୍ୟବସାୟରେ ଲାଭ ମିଳିବ। ସମ୍ମାନ ବଢ଼ିବ। ପରିବାରର ସହଯୋଗ ରହିବ। କିନ୍ତୁ ମନରେ କିଛି ଅସ୍ଥିରତା ରହିପାରେ। ଧ୍ୟାନ ଓ ଶାନ୍ତି ରଖିଲେ ସଫଳତା ଆସିବ। ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ ଯୋଗାଯୋଗ – 8249826682
Dailyhunt
Disclaimer: This content has not been generated, created or edited by Dailyhunt. Publisher: News 7