ଭିଜିଲାନ୍ସ ତଦନ୍ତରେ ଜଣାପଡ଼ିଥିଲା ଯେ , ବାଲିପାଟଣା ବ୍ଲକର ପାମ୍ପାଲୋ ଓ ରାଜସ ପଞ୍ଚାୟତର ବୃଦ୍ଧ-ବୃଦ୍ଧା, ଭିନ୍ନକ୍ଷମଙ୍କ ନିମନ୍ତେ ମଧୁବାବୁ ପେନ୍ସନ୍ ଯୋଜନାରେ ଆସିଥିବା ଟଙ୍କାରୁ ସେ ହେରଫର କରିଥିଲେ । ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ସ୍ପଷ୍ଟୀକରଣ, ଶ୍ରମିକ ଓ ଛାତ୍ରଛାତ୍ରୀ କିଣିପାରିବେ ୫ କେଜି ଗ୍ୟାସ୍ ଏନେଇ ଭିଜିଲାନ୍ସ ପକ୍ଷରୁ ବିଏନଏସ ଓ ଦୁର୍ନୀତି ନିବାରଣ ଆଇନ ୨୦୧୮ର ବିଭିନ୍ନ ଦଫାରେ ଆଜି ନଂ ୪/୨୦୨୬ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଛି। ଅଭିଯୁକ୍ତଙ୍କ ଅନ୍ୟ ଦୁର୍ନୀତି ଓ ଆୟ ବହିର୍ଭୁତ ସମ୍ପତ୍ତି ସମ୍ପର୍କରେ ତଦନ୍ତ କରାଯାଉଛି।