ପୁରୀ ୦୫।୦୮: ପୁଣି ଶ୍ରୀମନ୍ଦିର ବେଢ଼ା ଭିତର ଭିଡିଓ ଭାଇରାଲ। ନୀଳଚକ୍ର ପତିତପାବନ ବାନା ପରିବର୍ତ୍ତନ ସମୟର କରାଯାଇଛି ଭିଡିଓ। ଶ୍ରୀମନ୍ଦିର ଭିତର ବେଢ଼ାରୁ ଏହି ଭିଡ଼ିଓ କରାଯାଇଥିବା ଜଣାଯାଇଛି । ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମ ଆଇଡିରୁ ଭିଡିଓ ଭାଇରାଲ ହୋଇଛି । କୃର୍ତ୍ତିକା_କାର୍ପେ ୨୦୧୭ ନାମକ ଆଇଡିରୁ ଭିଡିଓ ଭାଇରାଲ କରାଯାଇଛି।