Dailyhunt
ବାଜି ମାରିନେଲା ଦିଲ୍ଲୀ

ବାଜି ମାରିନେଲା ଦିଲ୍ଲୀ

Reporters Today 3 weeks ago

ଇପିଏଲର ଅଷ୍ଟମ ମ୍ୟାଚରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ, ମୁମ୍ବାଇ ଇଣ୍ଡିଆନ୍ସକୁ ଛଅ ୱିକେଟରେ ପରାସ୍ତ କରିଛି। ଏହା ଡିସିର ଲଗାତାର ଦ୍ୱିତୀୟ ବିଜୟ। ଆଜିର ମ୍ୟାଚ୍ ଅରୁଣ ଜେଟଲି ଷ୍ଟାଡିୟମରେ ଖେଳା ଯାଉଥିବା ବେଳେ, ଦିଲ୍ଲୀ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆଉ ମୁମ୍ବାଇ ୨୦ ଓଭରରେ ୬ ୱିକେଟ ହରାଇ ୧୬୨ ରନ କରିଥିଲା।

କିନ୍ତୁ ଦିଲ୍ଲୀ ୧୮.୧ ଓଭରରେ ମାତ୍ର ଚାରି ୱିକେଟ ହରାଇ ୧୬୩ ରନର ଲକ୍ଷ୍ୟ ହାସଲ କରିଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Reporters Today