Dailyhunt
ଧରଣୀଧର ପବ୍ଲିକ ସ୍କୁଲରେ ଉତ୍କଳ ଦିବସ ପାଳିତ

ଧରଣୀଧର ପବ୍ଲିକ ସ୍କୁଲରେ ଉତ୍କଳ ଦିବସ ପାଳିତ

Reporters Today 0 months ago

ନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ ଅନ୍ତର୍ଗତ ଧରଣୀଧର ପବ୍ଲିକ ସ୍କୁଲ ବଇଣ୍ଡା (ଗୋବିନ୍ଦପୁର ) ଠାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ( ଅବସର ପ୍ରାପ୍ତ ଆଇ ଆଇ ସି) ଅର୍ଜୁନ କୁମାର ସାହୁ ବିଦ୍ୟାଳୟର ଅଧ୍ୟକ୍ଷ ଚିତ ବିହାରୀ ମହାପାତ୍ର ଓ ବିଦ୍ୟାଳୟର ଚେୟାରମେନ ପ୍ରିୟରଞ୍ଜନ ସାହୁ ସଭା ସଞ୍ଚାଳନ କରିଥିଲେ ବିଦ୍ୟାଳୟର ଛାତ୍ରୀ ସାଇଲକ୍ଷ୍ମୀ ଦେହୁରୀ, ଏବଂ ରିଷ୍ମା ମଞ୍ଜରୀ ସାହୁ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ନବୀନ କୁମାର ନାୟକ, ସୁଶାନ୍ତ କୁମାର ଦେ, ଦେବାଶିଷ ସାହୁ, ମାନସ କୁମାର ସଠୁଆ, ଜଗଦୀଶ ପାତ୍ର, ହିମାଂଶୁ ସାହୁ, ସୁଜାତା ସାହୁ, ରତ୍ନମୟୀ ସାହୁ, ମମତା ବୋଷ, ଦୀପ୍ତିମୟୀ ମିଶ୍ର, ପିନାକୀ ସାହୁ, ଅଳକା ଦେହୁରୀ , ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ଗଣ ଉପସ୍ଥିତ ଥିଲେ।

ଉତ୍କଳ ଦିବସ ପାଳନ ଅବସରରେ ବିଦ୍ୟାଳୟକୁ ପିଲାମାନଙ୍କର ଜେଜେବାପା ଜେଜେମା ତଥା ଅଭିଭାବକ ଅଭି ଭାବିକା ଆସିଥିଲେ।ତା ସହିତ ଛାତ୍ର ଓ ଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟ କ୍ରମ ହୋଇଥିଲା। ଛାତ୍ର ଓ ଛାତ୍ରୀ ମାନେ ଉତ୍କଳ ଦିବସ ଅବସରରେ କିଛି ଅଭିଭାଷଣ ପ୍ରଦାନ କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Reporters Today