ପରିତ୍ୟକ୍ତକୂଅରେପଡ଼ିଗୁରୁତରହୋଇପଡ଼ିଥିବାଏକହାତୀଛୁଆକୁଆଜିଉଦ୍ଧାରକରିଛିବନବିଭାଗ।ଢେଙ୍କାନାଳଜିଲ୍ଲାସଦରରେଞ୍ଜଅନ୍ତର୍ଗତଗୁଣୁଦେଇନିକଟସ୍ଥଜଙ୍ଗଲରେଥିବାଏକପରିତ୍ୟକ୍ତକୂଅରେହାତୀଛୁଆଟିଏକାଧିକଦିନଧରିପଡ଼ିରହିଥିଲା।
ହାତୀଛୁଆଟିକୂଅରେପଡ଼ିଥିବାନେଇଖବରପାଇବାପରେବନବିଭାଗରଏକଟିମ୍ ଘଟଣାସ୍ଥଳରେପହଞ୍ଚିଥିଲା।ଦୀର୍ଘସମୟଧରିକୂଅଭିତରେ ରହିବା ଯୋଗୁଁ ହାତୀ ଛୁଆଟି ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିବା ସହ ଶରୀରରେ ଏକାଧିକ କ୍ଷତ ହୋଇଥିବା ଜଣାପଡ଼ିଛି।
ବନବିଭାଗପକ୍ଷରୁଉଦ୍ଧାରକାର୍ଯ୍ୟଆରମ୍ଭକରାଯାଇହାତୀଛୁଆଟିକୁସୁରକ୍ଷିତଭାବେକୂଅଭିତରୁବାହାରକରାଯାଇଛି।ଉଦ୍ଧାରପରେଜଙ୍ଗଲଭିତରେହିଁହାତୀଛୁଆଟିରଚିକିତ୍ସାଆରମ୍ଭକରିଛିବନବିଭାଗ।
ଦୀର୍ଘସମୟଧରିଖାଦ୍ୟଓପାଣିଅଭାବରେକୂଅଭିତରେଫସିରହିଥିବାରୁହାତୀଛୁଆଟିରଅବସ୍ଥାଦୁର୍ବଳଥିବାବେଳେତାହାରସ୍ୱାସ୍ଥ୍ୟଉପରେବନବିଭାଗନଜରରଖିଛି।ଚିକିତ୍ସାପରେହାତୀଛୁଆଟିସୁସ୍ଥହେଲେତାକୁନେଇପରବର୍ତ୍ତୀପଦକ୍ଷେପନିଆଯିବ।

