Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ

ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ

Reporters Today 1 week ago

ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ । ଭିତର କାଠ ନିକଟରେ ଖଙ୍କାର ପଡିଥିବାରୁ ଶ୍ରୀଜିଉ ମାନଙ୍କର ବଡ ମହାସ୍ନାନ ନୀତି ହୋଇଛି । ମହାପ୍ରଭୁଙ୍କ ଅବକାଶ ପୂଜା ଶେଷ ପରେ ଭିତର କାଠ ଦର୍ଶନ ଚାଲିଥିବା ବେଳେ ଖଙ୍କାର ପଡିଥିବାରୁ ଦେଖିବାକୁ ମିଳିଥିଲା ପ୍ରାୟ ଘଣ୍ଟାଏ ରୁ ଉର୍ଦ୍ଧ୍ବ ସମୟ ବନ୍ଦ ରହିବ ଜଗନ୍ନାଥ ଦର୍ଶନ । ଶ୍ରୀମନ୍ଦିରରେ ସ୍ୱାଭାବିକ ହେଲା ସର୍ବସାଧାରଣ ଦର୍ଶନ ।

ବଡ ମହାସ୍ନାନ ନୀତି ଯୋଗୁଁ ପ୍ରାୟ ଦେଢ଼ ଘଣ୍ଟା ବନ୍ଦ ରହିଥିଲା ସର୍ବସାଧାରଣ ଦର୍ଶନ।

ଭିତର କାଠ ନିକଟରେ ଖଙ୍କାର ପଡିଥିବାରୁ ଶ୍ରୀଜିଉ ମାନଙ୍କର ବଡ ମହାସ୍ନାନ ନୀତି ହୋଇଥିଲା। ମହାପ୍ରଭୁଙ୍କ ଅବକାଶ ପୂଜା ଶେଷ ପରେ ଭିତର କାଠ ଦର୍ଶନ ଚାଲିଥିବା ବେଳେ ଖଙ୍କାର ପଡିଥିବାର ଦେଖିବାକୁ ମିଳିଥିଲା। 8 ଟା 26 ରେ ମହାସ୍ନାନ ନୀତି ଲାଗିଥିବା ବେଳେ 9 ଟା 10 ରେ ଧୁଆ ଧୂଇ ହୋଇ ଚୂନ ପଡ଼ିବା ପରେ ପ୍ରାୟ 9 ଟା 50 ବେଳକୁ ମହାସ୍ନାନ ପୂଜା ଶେଷ ହୋଇଥିଲା । ପରେ ସ୍ୱାଭାବିକ ହୋଇଛି ସର୍ବସାଧାରଣ ଦର୍ଶନ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Reporters Today