Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଯାଆଁଳା ଓଭର ବ୍ରିଜ ଉପରେ ଦୁର୍ଘଟଣା

ଯାଆଁଳା ଓଭର ବ୍ରିଜ ଉପରେ ଦୁର୍ଘଟଣା

Reporters Today 5 days ago

ଖୋର୍ଦ୍ଧା 16 ନମ୍ବର ଜାତୀୟ ରାଜପଥ ଯାଆଁଳା ଓଭର ବ୍ରିଜ ଉପରେ ଦୁର୍ଘଟଣା, ଆଇଚର ଡ୍ରାଇଭର ମୃତ ପୋଲିସର ତଦନ୍ତ ଜାରି। ଯାଆଁଳା ଓଭର ବ୍ରିଜ ଉପରେ ଟ୍ରଲରକୁ ପଛରୁ ଧକ୍କା ଦେଲା ଆଇଚର। ଧକ୍କା ଦେବା ପରେ ଆଇଚର ଭିତରେ ଚାପି ହୋଇ ରହିଥିଲା ଡ୍ରାଇଭର। ଜଟଣୀ ଅଗ୍ନିଶମ ବାହିନୀ ପହଂଚି କଟର ଜରିଆରେ ଗାଡିକୁ କାଟି ଡ୍ରାଇଭରକୁ ବାହାର କରିଥିଲେ।

ଗୁରୁତର ଡ୍ରାଇଭରଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ମୃତକଙ୍କ ପରିଚୟ ମିଳିପାରିନାହିଁ। ଘଟଣା ସ୍ଥଳରେ ଇନଫୋଭ୍ୟାଲି ପୋଲିସର ତଦନ୍ତ ଜାରି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Reporters Today