sakalakhabar.com
sakalakhabar.com

ଏନସିସିରେ ସୁଧାର : ବୈଜୟନ୍ତଙ୍କୁ ଗୁରୁ ଦାୟିତ୍ୱ,କମିଟିରେ ଅଛନ୍ତି ଧୋନି ଓ ଆନନ୍ଦ ମହିନ୍ଦ୍ରାଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି

ଏନସିସିରେ ସୁଧାର : ବୈଜୟନ୍ତଙ୍କୁ ଗୁରୁ ଦାୟିତ୍ୱ,କମିଟିରେ ଅଛନ୍ତି ଧୋନି ଓ ଆନନ୍ଦ ମହିନ୍ଦ୍ରାଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି
  • 71d
  • 0 views
  • 1 shares

ଭୁବନେଶ୍ବର/ନୂଆଦିଲ୍ଲୀ, ୧୬୤୦୯- ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ପୁନର୍ବିନ୍ୟାସ ପାଇଁ ଗଠିତ ଉଚ୍ଚ ସ୍ତରୀୟ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି।

ଅଧିକ ପଢନ୍ତୁ
sakalakhabar.com
sakalakhabar.com

ସଫଳତାର ପୁଞ୍ଜି : ଏହି ୨ଟି ଜିନିଷରୁ ଦୁରେଇ ରହିବା ଦ୍ୱାରା ମିଳିଥାଏ ଜୀବନ ରେ ଅପାର ସଫଳତା

ସଫଳତାର ପୁଞ୍ଜି : ଏହି ୨ଟି ଜିନିଷରୁ ଦୁରେଇ ରହିବା ଦ୍ୱାରା ମିଳିଥାଏ ଜୀବନ ରେ ଅପାର ସଫଳତା
  • 7hr
  • 0 views
  • 44 shares

ସଫଳତାର ପୁଞ୍ଜି କହୁଛି ଯେ ଜୀବନରେ ସଫଳତା ପାଇବା ପାଇଁ ବ୍ୟକ୍ତିକୁ କିଛିଟା କଥାକୁ ନିହାତି ଧ୍ୟାନ ଦେବା ଆବଶ୍ୟକ l ନିଜର ଲକ୍ଷକୁ ହାସଲ କରିବା ପାଇଁ କେବେକେବେ କଠୋର ପରିଶ୍ରମ ମଧ୍ୟ କରିବା ଉଚିତ l ଏପରି ସ୍ଥିତି ରେ ବ୍ୟକ୍ତି ଭୟ କରିବା ଉଚିତ ନୁହେଁ l ପରିଶ୍ରମ କରିବା ଦ୍ୱାରା ହିଁ ସଫଳତା ହାସଲ ହୋଇଥାଏ l ଏହାକୁ ଯିଏ ବି ବୁଝି ପାରିଲା ସେ କେବେବି ଜୀବନରେ ହାରି ନଥାଏ l

ଶ୍ରୀମଦ ଭାଗବତ ଗୀତାରେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି " ପରିଶ୍ରମର କୌଣସି ବିକଳ୍ପ ନାହିଁ l ଯେଉଁ ଲୋକମାନେ ଏଥିରୁ ଦୁରେଇ ରହିବାକୁ ଚାହିଁ ଥାଆନ୍ତି ତାଙ୍କୁ କଦାପି ଜୀବନରେ ସଫଳତା ମିଳେ ନାହିଁ ଓ ମା ଲକ୍ଷ୍ମୀ ମଧ୍ୟ ଏଭଳି ଲୋକଙ୍କ ନିକଟରୁ ଦୁରେଇ ଯାଇ ଥାଆନ୍ତି l ଜୀବନରେ ଯଦି ସଫଳତା ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ତେବେ ଏହି ୨ଟି ଜିନିଷରୁ ଦୁରେଇ ରହିବା ଆବଶ୍ୟକ l "

* ହତାସା :- ସଫଳତାର ପୁଞ୍ଜି କହିଥାଏ ବ୍ୟକ୍ତି ଅଧିକାଂଶ ସମୟ ପରିଶ୍ରମ କରି ମଧ୍ୟ ଅସଫଳ ହୋଇ ଯାଇଥାଏ l ଏପରି ସ୍ଥିତିରେ ବ୍ୟକ୍ତିକୁ କଦାପି ହତାଶା ହେବା ଉଚିତ ନୁହେଁ l ହତାଶ ହେବା ଦ୍ୱାରା ଆତ୍ମ ବିଶ୍ୱାସ ଦୁର୍ବଳ ହୋଇ ଯାଇଥାଏ l ଲକ୍ଷକୁ ପାଇବା ପାଇଁ ଆତ୍ମବିଶ୍ୱାସ ରହିବା ନିହାତି ଜରୁରୀ l ସେଥିପାଇଁ ଛୋଟ ଛୋଟ ଅସୁବିଧାରେ କେବେବି ହାରିଯିବା ଠିକ ନୁହେଁ l

* ନିରାଶା :- ସଫଳତାର ପୁଞ୍ଜି କହୁଛି ବ୍ୟକ୍ତି କଦାପି ନିରାଶ ହେବା ଠିକ ନୁହଁ l ଲଗାତାର ପରିଶ୍ରମ କରିବା ଦ୍ୱାରା ସଫଳତା ମଧ୍ୟ ଡେରିରେ ମିଳିଥାଏ l ଯିଏ ଲକ୍ଷ୍ୟ ରେ ପହଂଚିବା ପୂର୍ବରୁ ହାରିଯାଇଥାଏ, ସେ କଦାପି ସଫଳତାର ସ୍ୱାଦ ପାଇ ପରି ନଥାଏ l ତେଣୁ ସବୁବେଳେ ମନରୁ ନିରାଶ ଭାବି ଦୂର କରିବା ଉଚିତ l ଯଦି ନିରାଶ ହେଉଛନ୍ତି ତେବେ ନିଜର ଲକ୍ଷକୁ ପୁନର୍ବାର ମନେ ପକାଇ ଆଗେଇ ଯିବା ଆବଶ୍ୟକ l

Dailyhunt

ଅଧିକ ପଢନ୍ତୁ
KANAK NEWS
KANAK NEWS

ଛତିଶଗଡରେ ପୁଣି ମାଓ ହିଂସା । ଉଡାଇଲେ ଟ୍ରେନ ଲାଇନ୍, ଧାରଣାଚ୍ୟୁତ ହେଲା ମାଲବାହୀ ଟ୍ରେନ୍ ।

  • 1hr
  • 0 views
  • 7 shares

କନକ ବ୍ୟୁରୋ: ଛତିଶଗଡରେ ପୁଣି ହିଂସା ଘଟାଇଛନ୍ତି ମାଓବାଦୀ । ଏଠିକାର ଭାଁସି ଜଙ୍ଗଲ ଦେଇ ଯାଇଥିବା ରେଳ ଧାରଣାକୁ ବିସ୍ଫୋରଣରେ ଉଡାଇବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି ମାଲବାହୀ ଟ୍ରେନ । ଲୁହାପଥର ବୋଝେଇ କରି ବଚେଲିରୁ ବିଶାଖାପାଟଣା ଯାଉଥିବା ଏହି ଟ୍ରେନର ୨ଟି ୱାଗନ୍ ଧାରଣାଚ୍ୟୁତ ହୋଇ କ୍ଷତିଗ୍ରସ୍ତ ହୋଇଛି ।

ଅଧିକ ପଢନ୍ତୁ

No Internet connection

Link Copied