Dailyhunt
ପବିତ୍ର ଅକ୍ଷୟତୃତୀୟା ରେ କରନ୍ତୁ ଏହି କାର୍ଯ୍ୟ ଚମକିବ ଭାଗ୍ୟ

ପବିତ୍ର ଅକ୍ଷୟତୃତୀୟା ରେ କରନ୍ତୁ ଏହି କାର୍ଯ୍ୟ ଚମକିବ ଭାଗ୍ୟ

sakalakhabar.com 2 days ago

ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟା ର ଖୁବ ମହତ୍ୱ ରହିଛି, ଅକ୍ଷୟ ତୃତୀୟା ଚଳିତ ବର୍ଷ ଅପ୍ରେଲ ୧୯ ତାରିଖରେ ଅନୁଷ୍ଠିତ ହେବ l ଏହିଦିନ ଟି ଚାଷ କାର୍ଯ୍ୟ ପାଇଁ ଖୁବ ଶୁଭ ଅଟେ l ଏବଂ ଜଗନ୍ନାଥ ସଂସ୍କୃତି ରେ ଅକ୍ଷୟ ତୃତୀୟା ରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ l ଏହିଦିନ ଟି ରେ ଲକ୍ଷ୍ମୀ ପୂଜନ ଦ୍ୱାରା ସୁଖ ସମୃଦ୍ଧି ର ଆଗମନ ହାଇଥାଏ l

ଅକ୍ଷିତୃତୀୟ ରେ ଦାନ ଧର୍ମର ବିଶେଷ ମହତ୍ୱ ରହିଛି l ତେଣୁ ଏହିଦିନ କିଛିଟା ବିଶେଷ ଜିନିଷ ଦାନ ଦ୍ୱାରା ସୁଖ ସମୃଦ୍ଧି ର ଆଗମନ ହୋଇଥାଏ l

– ଅକ୍ଷୟତୃତୀୟା ବୈଶାଖ ମାସରେ ଅଧିକ ଗରମ ସମୟ ରେ ପାଳିତ ହୋଇଥାଏ, ତେଣୁ ଏହି ଦିନ ଜଳ ସମ୍ବନ୍ଧୀୟ ଜିନିଷ ର ଦାନ କରିବା ଶୁଭ ଅଟେ, ଯେପରିକି ଜଳଛତ୍ର ରେ ଦାନ, ମାଟି ଘଡା ର ଦାନ ଇତ୍ୟାଦି l

– ଅଖଂଷ୍ୟତୃତୀୟl ଦିନ ଶସ୍ୟ ଦାନ ଖୁବ ଜରୁରୀ l ଏବଂ ଚାଉଳ, ଗହମ ଏବଂ ଛତୁଆ ଦାନ କରିବା ଭଲ l

– ଅକ୍ଷୟତୃତୀୟା ଦିନ ଛତା ଦାନ କରିବା ଦ୍ୱାରା ପଥଚାରୀ ଙ୍କ କୃପା ଦୃଷ୍ଟି ରହିଥାଏ l ଖାଦ୍ୟ ମଧ୍ୟ ଦାନ କରିବା ଆବଶ୍ୟକ ଅଟେ l

– ଯଦି ଏହିଦିନ ଦାନ କରୁଛନ୍ତି ତେବେ ଗୋଟିଏ ବିଶେଷ ମନ୍ତ୍ର ପାଠ କରନ୍ତୁ ‘ଓଂ ବିଶ୍ନବେ ନମଃ ‘ l ଏହି ମନ୍ତ୍ର ପାଠ କରି ଦାନ କରିବା ଦ୍ୱାରା ଦାନର ମହତ୍ୱ ବଢ଼ିଯାଇ ଥାଏ l

* ଏହିସବୁ ଉପାୟ ଦ୍ୱାରା ଅକ୍ଷୟତୃତୀୟା ରେ ନିଜ ଭାଗ୍ୟ କୁ ପରିବର୍ତ୍ତନ କରନ୍ତୁ l
– କାହା ସହିତ କଳହ କରନ୍ତୁ ନାହିଁ l
– ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ l
– ଗୋ ମାତାଙ୍କୁ ଖାଦ୍ୟ ଓ ଜଳ ଦିଅନ୍ତୁ l
– ଚଢେଇ ମାନଙ୍କୁ ଶସ୍ୟ ଦିଅନ୍ତୁ l

Dailyhunt
Disclaimer: This content has not been generated, created or edited by Dailyhunt. Publisher: Sakala Khabar