ବୋରିଗୁମ୍ମା (କେ.ସାକିଲି ଦୋରା।)-ଆଜି ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଶଶାହାଣ୍ଡି ରେ ସକାଳ ୬.୩୦ ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ମହିଳା କମଳା ହରିଜନ (୬୫) ଗୁରୁତର ଆହତ ହୋଇ ପ୍ରଥମେ ବୋରିଗୁମ୍ମା ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୁ ପଠାଇ ଦିଆଯାଇ ଚିକିତ୍ସା ଚାଲିଛି।