ହିମାଂଶୁ ଶେଖର ଆଚାର୍ଯ୍ୟ : ସତ୍ୟବାଦୀ ଯୁଗର ପଞ୍ଚସଖା ନିଜ ନିଜର ବ୍ୟକ୍ତିତ୍ୱ ବଳରେ ଯେଉଁ ପ୍ରତିଷ୍ଠା ଲାଭ କରିଥିଲେ ତାହା ଅବିସ୍ମରଣୀୟ ହୋଇ ରହିଛି । ସେମାନଙ୍କ ଉର୍ତ୍ସଗୀକୃତ ଜୀବନ, ସାଧନା ଓ ତ୍ୟାଗ ଜନ ମାନସରେ ଅମ୍ଳାନ ଜ୍ୟୋତି ଭାବେ ଲିପିବଦ୍ଧ ହୋଇ ରହିବ, ଏହା ନିଃସନେ୍ଦହ ।ଏହିପରି ଜଣେ ନୀତିନିଷ୍ଠ ଆ·ର୍ଯ୍ୟ, ସାମ୍ବାଦିକ, ସଂସ୍କାରକ, ସାହିତି୍ୟକ, ଗବେଷକ, ଆଦର୍ଶ ରାଜନୀତିଜ୍ଞ ଓ ସର୍ବୋପରି ଭଗବତ୍ ଗୀତାର ଭାଷ୍ୟକାର ଥିଲେ ପଣ୍ଡିତ ନୀଳକଣ୍ଠ ଦାସ ।