Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

୧.୮.୨୦୨୬, ଶନିବାର

ସମୟ Live 1 week ago

ମେ:ସୁସମ୍ପର୍କ, ବିବାଦ ସମାଧାନ, ମାନସିକ ଚାପରୁ ମୁକ୍ତି, ଦୂରଯାତ୍ରା ସଫଳ, ପଦବୀଲାଭ, ପୂର୍ବକାର୍ଯ୍ୟରେ ଲାଭ, ଶରୀର ସୁସ୍ଥ, ସମ୍ପତ୍ତିଲାଭ, ଆୟ ବୃଦ୍ଧି, ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୯, ଆରାଧନା-କ୍ଷେତ୍ରପାଳ

ବୃଷ:କର୍ମେ ଆନନ୍ଦ, ପାରିବାରିକ ସୁଖ, ସୁସମ୍ପର୍କ, ବ୍ୟବସାୟରେ ସ୍ବଳ୍ପଲାଭ , ପୁରାତନ ବିବାଦରୁ ମୁକ୍ତି , ନୁତନ ବ୍ୟବସାୟ , ଦେବକାର୍ଯ୍ୟରେ ସନ୍ତୁଷ୍ଟ , କୃତ୍ତିକା ନକ୍ଷତ୍ର ସତର୍କ ରୁହନ୍ତୁ , ଶୁଭରଙ୍ଗ - ସବୁଜ , ସଂଖ୍ୟା - ୭ , ଆରାଧନା - ମହାଲକ୍ଷ୍ମୀ

ମିଥୁନ: ସମ୍ପର୍କରେ ବାଧା, ଉଚ୍ଚଆଶାରେ ବିଫଳ, କର୍ମକ୍ଷେତ୍ରେ ପରିଶ୍ରମ, ମିଥ୍ୟା ଅପବା, ଦୂରଯାତ୍ରା ସଫଳ, ଗୃହେ ଉତ୍ସବ, ପାରିବାରିକ ସାହାଯ୍ୟ, ଅର୍ଥଲାଭ, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଲାଲ, ସଂଖ୍ୟା-୮, ଆରାଧନା-ପ୍ରଭୁ ଜଗନ୍ନାଥ

କର୍କଟ: ‌ ଯାତ୍ରାରେ ସତର୍କ, ଦ୍ରବ୍ୟଚୋରି, ବ୍ୟବସାୟରେ ସ୍ବଳ୍ପଲାଭ, ଗୁରୁଜନଙ୍କ ସମସ୍ୟା, ଦେବଦର୍ଶନ, ଅଯଥା ଖର୍ଚ୍ଚାନ୍ତ, ବନ୍ଧୁସାହାଯ୍ୟ, ଦାମ୍ପତ୍ୟଖୁସି, ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ, ସଂଖ୍ୟା-୬, ଆରାଧନା-ପ୍ରଭୁ ହନୁମାନ

ସିଂହ: କାର୍ଯ୍ୟରେ ବିଳମ୍ବ, କର୍ମକ୍ଷେତ୍ରେ ପ୍ରଶଂସା, ନିର୍ଭର ପ୍ରତିଶ୍ରୁତି, ପୁତ୍ରସ୍ନେହରେ ଖୁସି, ଦାମ୍ପତ୍ୟସୁଖ, ମାନସିକଶାନ୍ତି, ଶୁଭଖବର, ଶରୀରସୁସ୍ଥ, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଇସତଲାଲ, ସଂଖ୍ୟା-୭, ଆରାଧନା-ଗୁରୁଜନଙ୍କ େସବା

କନ୍ୟା: ଦ୍ରବ୍ୟଲାଭ, ଉତ୍ସବପ୍ରତି ଅାଗ୍ରହ, ବ୍ୟବସାୟିକ ଖୁସି, ଲୋକସମ୍ପର୍କ ବୃଦ୍ଧି, ଯାତ୍ରା ସଫଳ, ସମସ୍ୟା ସମାଧାନ, ଅଯଥା କଷ୍ଟ, ଶରୀର ସୁସ୍ଥ, ସନ୍ତାନଲାଭ, ଉତ୍ତରାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୮, ଆରାଧନା-ବାବା ବାଲୁଙ୍କେଶ୍ବର

ତୁଳା: ସନ୍ତାନଚିନ୍ତା, ବିବାଦକୁ ନେଇ ଚିନ୍ତିତ, ମାନସିକ ଅବସାଦ, ଦୂରଯାତ୍ରାରେ ଅାଗ୍ରହ, ଅର୍ଥଲାଭ, ଶତ୍ରୁସମସ୍ୟା, ସୁମିଷ୍ଠ ଭୋଜନ, ବନ୍ଧୁଲାଭ, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ , ସଂଖ୍ୟା-୭, ଆରାଧନା-ଶଙ୍କର ଭଗବାନ

ବିଛା: ସମ୍ପତ୍ତିବିବାଦ, ବିଶିଷ୍ଠ ବ୍ୟକ୍ତି ସାହାଯ୍ୟ, ଶରୀର ସୁସ୍ଥ, ଲୋକସମ୍ପର୍କ ବୃଦ୍ଧି, ଶୁଭ ଅାଲୋଚନା, ଦାମ୍ପତ୍ୟଖୁସି, ଅର୍ଥସମସ୍ୟା, ଉଚ୍ଚଆଶା ବିଫଳ, ବିଦ୍ୟାରେ ଅସଫଳ, ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଲାଲ, ସଂଖ୍ୟା-୬, ଆରାଧନା-ପ୍ରଭୁ ଗଣେଶ୤

ଧନୁ:  ଆର୍ଥିକସୁଖ, ବିବାଦ ସମାଧାନ, ଶତ୍ରୁପରାଜିତ, ଦୂରଯାତ୍ରା ସଫଳ, ଦ୍ରବ୍ୟଲାଭ, ନୂତନ ନିଯୁକ୍ତି, ସନ୍ତାନଖୁସି, କର୍ମକ୍ଷେତ୍ରେ ସନ୍ତୁଷ୍ଟ, ନୂତନ ବ୍ୟବସାୟ, ମୂଳା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୯, ଆରାଧନା-ମା' ଗୌରୀ

ମକର:  ଅଯଥା ଖର୍ଚ୍ଚାନ୍ତ, ମିଥ୍ୟା ଅପବାଦ, ଶତ୍ରୁସମସ୍ୟା, ବନ୍ଧୁ ସହଯୋଗ, ବ୍ୟବସାୟିକ ଖୁସି, ପରିବହନରେ ସାମାନ୍ୟ ଲାଭ, ଶତ୍ରୁସମସ୍ୟା, ସମ୍ପତ୍ତିବିବାଦ, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୩, ଆରାଧନା-ମା' ବଗଳାମୁଖୀ

କୁମ୍ଭ: ସମ୍ମାନଲାଭ, ଆକସ୍ମିକ ଧନଲାଭ, ଶୁଭଖବର, ଦୂରଯାତ୍ରାରେ ସଫଳ, ବନ୍ଧୁଲାଭ, ସମସ୍ୟା ସମାଧାନ, ଶରୀର ସୁସ୍ଥ, େଲାକସମ୍ପର୍କ ବୃଦ୍ଧି, ଦ୍ରବ୍ୟଲାଭ, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୧୦, ଆରାଧନା-ଛୋଟପିଲାଙ୍କୁ େଭାଜନ

ମୀନ: କିଛି କାର୍ଯ୍ୟରେ ଅସନ୍ତୋଷ, ଅର୍ଥଚିନ୍ତା, ବ୍ୟବସାୟରେ ମାନ୍ଦାବସ୍ଥା, ଅଯଥା କଷ୍ଟ, ଶତ୍ରୁ ପରାଜିତ, ଶରୀର ସୁସ୍ଥ, ବନ୍ଧୁସାହାଯ୍ୟ, କିଛି କ୍ରୟ କରିବେ, ସ୍ବଜନ ବିରୋଧ, ସନ୍ତାନସମସ୍ୟା, ପୂର୍ବଭାଦ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା-ମା' ସ୍ବର୍ଣ୍ଣବାରାହୀ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Samaya Live