Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

୨୬.୭.୨୦୨୬ ରବିବାର

ମେ: କାର୍ଯ୍ୟରେ ଅଶାନ୍ତି, ଶାରୀରିକ ଅସୁସ୍ଥ, ହେବା କାର୍ଯ୍ୟରେ ବିଳମ୍ବ, ବନ୍ଧୁ କଳହ, ସ୍ବଜନ ବିରୋଧ, ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟ। ଅଶ୍ବିନ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ୍, ସଂଖ୍ୟା-୪, ଆରାଧନା- ମା' ମଙ୍ଗଳା

ବୃଷ: ଆକସ୍ମିକ ଧନଲାଭ, ମାନସିକ ଶାନ୍ତି, ଦେବଦର୍ଶନ, ଉତ୍ସବକୁ ନେଇ ଶୁଭ ଆଲୋଚନା, ଶରୀର ସୁସ୍ଥ , ସୁମିଷ୍ଠ ଭୋଜନ , ପାରିବାରିକ ଶାନ୍ତି । ରୋହିଣୀ ନକ୍ଷତ୍ର - ସତର୍କ ରୁହନ୍ତୁ , ଶୁଭରଙ୍ଗ - ଧଳା , ସଂଖ୍ୟା - ୮ , ଆରାଧନା - ମା ' ଭଗବତୀ

ମିଥୁନ: ନୂତନ ଖବର, ଶୁଭ ଆଲୋଚନା, ବନ୍ଧୁ ବିରୋଧ, ଲୋକସମ୍ପର୍କ ବୃଦ୍ଧ଄, ଦ୍ରବ୍ୟ ଲାଭ, ବ୍ୟବସାୟରେ ସ୍ବଳ୍ପ ଲାଭ, ଯାତ୍ରାରେ ସତର୍କ। ଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲାପି, ସଂଖ୍ୟା-୭, ଆରାଧନା- ମହାଲକ୍ଷ୍ମୀ

କର୍କଟ: ଦ୍ରବ୍ୟ ଲାଭ, ଶୁଭ ଖବର, ଦାମ୍ପତ୍ୟ ଖୁସି, ମାନସିକ ଶାନ୍ତି, ବିଦ୍ୟାରେ ସଫଳତା, ଦେବକାର୍ଯ୍ୟରେ ସନ୍ତୁଷ୍ଟ, ନୂତନ ବାଣିଜ୍ୟ ଆରମ୍ଭ। ପୁଷ୍ୟା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗିଣି, ସଂଖ୍ୟା-୯, ଆରାଧନା- ପ୍ରଭୁ ଜଗନ୍ନାଥ

ସିଂହ:ସନ୍ତାନ ଚିନ୍ତା, ନୂତନ କର୍ମନିଯୁକ୍ତି, ମାନସିକ ଶାନ୍ତି, ନୂତନ ବନ୍ଧୁଲାଭ, ଦୂର ଯାତ୍ରା, ସମ୍ପତ୍ତି ବିବାଦ, କିଛି କାର୍ଯ୍ୟରେ ବିରୋଧ। ମଘା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ମାଟିଆ, ସଂଖ୍ୟା-୮, ଆରାଧନା-ସୂର୍ଯ୍ୟ ନାରାୟଣ

କନ୍ୟା: ଅପବାଦ, ଦେବକାର୍ଯ୍ୟରେ ବିରୋଧ, ବ୍ୟବସାୟିକ କଷ୍ଟ, ବନ୍ଧୁ ସାହାଯ୍ୟ, ସୁମିଷ୍ଠ େଭାଜନ, ସମ୍ମାନ ହାନି, ଶାରୀରିକ ସୁସ୍ଥ, ବିଦ୍ୟାରେ ସଫଳ, ଯାତ୍ରା ଶୁଭ। ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲାପି, ସଂଖ୍ୟା-୭, ଆରାଧନା- ମା'କାଳୀ।

ତୁଳା:ନୂତନ ବନ୍ଧୁ ଲାଭ, ଶୁଭ ଖବର, ବିବାଦ ସମାଧାନ, ଦାମ୍ପତ୍ୟ କଳହ, ଦୂରଯାତ୍ରା ସଫଳ, ପାରିବାରିକ ଶାନ୍ତି, ଶାରୀରିକ ସୁସ୍ଥ, ଅର୍ଥ ଲାଭ, ସମ୍ପତ୍ତି ଖୁସି। ସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୯, ଆରାଧନା- ଶଙ୍କର ଭଗବାନ

ବିଛା: ଆୟ ଉତ୍ତମ, ଶୁଭ କାର୍ଯ୍ୟ ପ୍ରତି ଆଗ୍ରହ, ଦ୍ରବ୍ୟ ଲାଭ, ଭୂସମ୍ପତ୍ତି ଲାଭ, ସନ୍ତାନ ଖୁସି, ନୂତନ ଖବର, ମାନସିକ ଶାନ୍ତି, ଭ୍ରମଣ ବାଧା, ଆଶା ସଫଳ, ବନ୍ଧୁ ସାହାଯ୍ୟ। ଅନୁରାଧା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୯, ଆରାଧନା- ବିଷ୍ଣୁ ଭଗବାନ

ଧନୁ:ଯାତ୍ରା ଶୁଭ, ଶୁଭ ଆଲୋଚନା, ବିଶିଷ୍ଟ କାର୍ଯ୍ୟରେ ଲାଭ, ବନ୍ଧୁ ସହଯୋଗ, ବିବାଦ ସମାଧାନ, ଦ୍ରବ୍ୟ ଲାଭ, ଅର୍ଥ ଲାଭ, ଆଶୀର୍ବାଦ ପ୍ରାପ୍ତି। ମୂଳା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୧୦, ଆରାଧନା- ମହାଲକ୍ଷ୍ମୀ

ମକର: କିଛି କାର୍ଯ୍ୟରେ ବିଳମ୍ବ, ବ୍ୟବସାୟରେ ଶୁଭ, େଦବଦର୍ଶନ, ଦୂରଯାତ୍ରାରେ କଷ୍ଟ, ଦ୍ରବ୍ୟ ନଷ୍ଟ, ବନ୍ଧୁ ସାହାଯ୍ୟ, ବିଦ୍ୟାରେ ସଫଳତା, ନୂତନ ଆଶା ସଫଳ, ଧନ ଲାଭ। ଶ୍ରବଣା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- କଳା, ସଂଖ୍ୟା-୫, ଆରାଧନା- ପ୍ରଭୁ ଜଗନ୍ନାଥ

କୁମ୍ଭ:ଅର୍ଥ ଲାଭ, ଦୂର ଯାତ୍ରା ସଫଳ, ସମ୍ମାନ ପ୍ରାପ୍ତି, ଗୃହେ ଉତ୍ସବ, ପାରିବାରିକ ଶାନ୍ତି, ଲୋକସମ୍ପର୍କରେ ଉନ୍ନତି, ବନ୍ଧୁ କଳହ, ଶାରୀରିକ ସୁସ୍ଥ। ଶତଭିଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-୩, ଆରାଧନା- ପ୍ରଭୁ ଶଙ୍କର।

ମୀନ:ମାନସିକ ଶାନ୍ତି, ଦୂର ଯାତ୍ରା, ସ୍ବାଦିଷ୍ଟ େଭାଜନ, ନୂତନ କର୍ମ ଲାଭ, ଶୁଭ ଖବର, ସ୍ବଜନ କଳହ, ଶାରୀରିକ ସୁସ୍ଥ, ଗୃହେ ସାହାଯ୍ୟ, ଦ୍ରବ୍ୟ ଲାଭ, ଆଶା ସଫଳ। ଉତ୍ତରଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୭, ଆରାଧନା- ମା' ଗୌରୀ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Samaya Live