Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଘର ଭିତରୁ ମହିଳା ଆଇଆଇସିଙ୍କ ମୃତଦେହ ଉଦ୍ଧାର

ସମୟ Live 3 weeks ago

ଟକ : ମହିଳା ଆଇଆଇସିଙ୍କ ସନ୍ଦେହଜନକ ମୃତ୍ୟୁ । କଟକ ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସ ରୁ ଉଦ୍ଧାର ହେଲା ମୃତଦେହ । ମୃତକ ହେଲେ ବ୍ୟୁଟି ମହାନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତଦେହକୁ ବ୍ୟବଚ୍ଛଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ପୁଲିସ । ତେବେ କିଛିଦିନ ଧରି ସେ ଅସୁସ୍ଥ ଥିବା ସୂଚନା ମିଳିଛି ।

ମହିଳା IICଙ୍କ ମୃତ୍ୟୁ ପଛରେ କ'ଣ ରହସ୍ୟ ?

ମୃତ୍ୟୁର ପ୍ରକୃତ କାରଣ କ'ଣ ? ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପୋଲିସ କମିଶନର ଏସ.ଦେବଦତ୍ତ ସିଂ । ସେ କହିଛନ୍ତି ଆମେ ଜଣେ ଦକ୍ଷ ପୋଲିସ ଅଧିକାରୀଙ୍କୁ ହରାଇଲୁ । ତାଙ୍କ ଶେଷ କଲ କୁ ନେଇ ତଦନ୍ତ ଆରମ୍ଭ ହେବ । ଏହା ବୃତ୍ତିଗତ ଚାପ ନା ପାରିବାରିକ ଅଶାନ୍ତି ତଦନ୍ତ ପରେ ସ୍ପଷ୍ଟ ହେବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Samaya Live