Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ପ୍ରକାଶ ପାଇଲା CISCE ଦଶମ-ଦ୍ୱାଦଶ ରେଜଲ୍ଟ୍

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରକାଶ ପାଇଲା CISCE ଦଶମ-ଦ୍ୱାଦଶ ରେଜଲ୍ଟ୍ । ଦିନ ୧୧ଟାରେ ରେଜଲ୍ଟ୍ ଜାରି କରାଯାଇଛି । ଛାତ୍ରଛାତ୍ରୀମାନେ results.cisce.org ରେ କ୍ଲିକ୍ କରି ନିଜର ପରୀକ୍ଷାଫଳ ଦେଖିପାରିବେ । ସେପଟେ ରେଜଲ୍ଟ୍ ଦେଖିବା ପାଇଁ ପ୍ରଥମେ ଛାତ୍ରଛାତ୍ରୀଙ୍କୁ ଓ୍ୱେବସାଇଟରେ ଲଗ୍ ଇନ୍ କରିବାକୁ ହେବ । ଏହାପରେ ରୋଲ୍ ନମ୍ବର, ୟୁନିକ୍ ଆଇଡି ଏବଂ ଇଣ୍ଡେକ୍ସ୍ ନମ୍ବର ଦେବାକୁ ହେବ ।

ଶେଷରେ କ୍ୟାପଚା ଦେଲେ ସେମାନେ ରେଜଲ୍ଟ୍ ଦେଖିପାରିବେ । ଅନ୍ୟପଟେ ଫେବ୍ରୁଆରୀ ୧୨ରୁ ଏପ୍ରିଲ ୬ ତାରିଖ ଯାଏଁ ଆଇଏସସି ଦ୍ୱାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଚାଲିଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha