ଆଜି ପବିତ୍ର ଗହ୍ମାପୂର୍ଣ୍ଣିମୀ ବା ରାକ୍ଷୀପୂର୍ଣ୍ଣିମା। ସାରା ଦେଶରେ ରାକ୍ଷୀପୂର୍ଣ୍ଣିମାକୁ ଖୁବ ଧୁମଧାମରେ ପାଳନ କରାଯାଉଛି। ଭାଇ ଓ ଭଉଣୀର ସମ୍ପର୍କକୁ ମଜବୁତ କରିଥାଏ ରାକ୍ଷୀ । ଭାଇ ଓ ଭଉଣୀ ମଧ୍ୟରେ ଥିବା ଭଲପାଇବାର ନିଦର୍ଶନ ହେଉଛି ରାକ୍ଷୀ ପୂର୍ଣ୍ଣିମା । ଭଉଣୀ ତାର ସୁରକ୍ଷା ପାଇଁ ଭାଇକୁ ପୂଜା କରି ରାକ୍ଷୀ ବାନ୍ଧି ଥାଏ ।

