Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଖିରୁ ବାରମ୍ବାର ପାଣି ବାହାରୁଛି କି?

ଆଖିରୁ ବାରମ୍ବାର ପାଣି ବାହାରୁଛି କି?

ନେକ ସମୟରେ ଆଖିରେ ଧୂଳି, ଧୂଆଁ, ତୀବ୍ର ଆଲୋକ, ଥଣ୍ଡା ପବନ କିମ୍ବା କିଛି ପଡ଼ିଯିବା ଯୋଗୁଁ ଆଖିରୁ ପାଣି ବାହାରେ । ଆଖିକୁ ପରିଷ୍କାର ରଖିବା ପାଇଁ ଏହା ଏକ ପ୍ରାକୃତିକ ପ୍ରକ୍ରିୟା ହେଇଥାଏ । ଯଦି ଆପଣଙ୍କ ଆଖିରୁ ବାରମ୍ବାର ପାଣି ବାହାରୁଛି, ତେବେ ଏହାକୁ ଅବହେଳା କରିବା ଉଚିତ୍ ନୁହେଁ।

ଆଖିରେ ଆବଶ୍ୟକୀୟ ଆର୍ଦ୍ରତା ନରହିଲେ ଜଳାପୋଡ଼ା ହୁଏ, ଯାହା ଫଳରେ ଆଖି ଅଧିକ ଲୁହ ତିଆରି କରିବାକୁ ଲାଗେ। ଆଖିରେ ଆଲର୍ଜି,କିମ୍ବା କୌଣସି ଇନଫେକ୍ସନ୍ ହେଲେ ଅଧିକ ଲୁହ ବାହାରିଥାଏ। ଆଖିରୁ ପାଣି ବାହାରୁଥିଲେ ମଧ୍ୟ ଡାକ୍ତରଙ୍କ ପରାମର୍ଶ ବିନା ଆଖିରେ କୌଣସି ଆଇ-ଡ୍ରପ୍ କିମ୍ବା ଔଷଧ ପକାନ୍ତୁ ନାହିଁ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News