Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଅଧା ରହିଲା ଯାତ୍ରା : ଯାତ୍ରା ମଞ୍ଚରେ ଅସୁସ୍ଥ ହେଲେ ପୀୟୁଷ

ଅଧା ରହିଲା ଯାତ୍ରା : ଯାତ୍ରା ମଞ୍ଚରେ ଅସୁସ୍ଥ ହେଲେ ପୀୟୁଷ

ଠାତ୍ ଅସୁସ୍ଥ ହେବାରୁ ବନ୍ଦ ହେଲା ଯାତ୍ରା । ଯାତ୍ରା ପରିବେଷଣ ବେଳେ ଅସୁସ୍ଥ ହେଲେ ଲୋକପ୍ରିୟ ଅଭିନେତା ପୀୟୁଷ ତ୍ରିପାଠୀ। ସେ ମୁଣ୍ଡ ବୁଲାଇ ମଞ୍ଚରେ ଉପରେ ପଡ଼ିଯାଇଥିବା ଜଣାପଡ଼ିଛି। ଦେବଗଡ଼ ଜିଲା ବାରକୋଟ ବ୍ଲକ ବାସୁପାଲି ଗାଁରେ ଯାତ୍ରା ସିଂହବାହିନୀର ନାଟକ ପରିବେଷଣ ବେଳେ ପୀୟୁଷ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା।

ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News